ରାଧାକୃଷ୍ଣ ପାତ୍ର

ରାଧାକୃଷ୍ଣ ପାତ୍ର (୨୪ ନଭେମ୍ବର ୧୯୪୨[] - ୨୮ ଜାନୁଆରୀ ୨୦୧୫), ଓଡ଼ିଶା ଏବଂ ସିକିମ ଉଚ୍ଚ ନ୍ୟାୟାଳୟର ଅବସର ପ୍ରାପ୍ତ ମୁଖ୍ୟ ବିଚାରପତି ଥିଲେ । ସେ, ୧୯୯୨ ଜୁନ ୨୨ରୁ ୨୦୦୩ ଜୁଲାଇ ୮ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ୨୦୦୩ ଜୁଲାଇ ୯ରୁ ୨୦୦୪ ନଭେମ୍ବର ୨୩ରେ ନିଜ ଅବସର ସମୟ ପର୍ଯ୍ୟନ୍ତ ସିକିମ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ, ସେ ଓଡ଼ିଶା ମାନବ ଅଧିକାର ଆୟୋଗ [] ତଥା ଓଡ଼ିଶା ରାଜ୍ୟ ଗ୍ରାହକ ଅଧିକାର ସୁରକ୍ଷା ଆୟୋଗ(State Consumer Disputes Redressal Commission) ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । [][] ୨୦୧୩ ଜୁଲାଇ ୯ରେ ସେ ଓଡ଼ିଶାରେ ଘଟିଥିବା ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ପାଇଁ ଗଠିତ ବିଚାର ବିଭାଗୀୟ କମିଶନର ଭାବରେ ଓଡ଼ିଶା ସରକାରଙ୍କଦ୍ୱାରା ନିଯୁକ୍ତ ହୋଇଥିଲେ ।[] ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଜଷ୍ଟିସ ପାତ୍ରଙ୍କୁ ଡକ୍ଟରେଟ ସମ୍ମାନ ପ୍ରଦାନ କରାଯାଇଛି ।[][][୧୦]

ଜଷ୍ଟିସ

ରାଧାକୃଷ୍ଣ ପାତ୍ର
ମୁଖ୍ୟ ବିଚାରପତି, ସିକିମ ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୯ ଜୁଲାଇ ୨୦୦୩ – ୨୩ ନଭେମ୍ବର ୨୦୦୪
ବ୍ୟକ୍ତିଗତ ସବିଶେଷ
ଜନ୍ମ(1942-11-24)୨୪ ନଭେମ୍ବର ୧୯୪୨


[]
ରାଜୁସାହି, ନବରଙ୍ଗପୁର, ଓଡ଼ିଶା
ମୃତ୍ୟୁ୨୮ ଜାନୁଆରୀ ୨୦୧୫(2015-01-28) (ବୟସ ୭୨)
କଟକ
ମୃତ୍ୟୁର କାରଣନିମୋନିଆ
ଜାତୀୟତାଭାରତୀୟ
ଶିକ୍ଷାବି.ଏ., ଏଲ.ଏଲ.ବି.[]
  1. "Included content". highcourtofsikkim.nic.in. Retrieved 22 April 2013. Born on November 24, 1942.
  2. "SHRI JUSTICE RADHA KRISHNA PATRA". ncdrc.nic.in. 2006. Retrieved 22 April 2013. Qualification: B.A.,LL.B.
  3. "Hon'ble Mr. Justice Radha Kirshna Patra". Orissa High Court. Retrieved 17 January 2021.
  4. http://as1.ori.nic.in/ohrc/join.aspx[permanent dead link]
  5. http://www.thehindu.com/todays-paper/tp-national/tp-otherstates/patra-state-hr-panel-chief/article1171058.ece
  6. "ଆର୍କାଇଭ୍ କପି". Archived from the original on 2013-03-17. Retrieved 2013-04-22. {{cite web}}: Cite has empty unknown parameter: |1= (help)
  7. ଧରିତ୍ରୀ ୨୯/୦୧/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩
  8. http://www.thehindu.com/todays-paper/tp-national/tp-otherstates/varsities-should-make-efforts-to-meet-global-standards-pranab/article4656313.ece
  9. http://newindianexpress.com/states/odisha/Chaos-rules-at-rehearsal-for-45th-Utkal-University-convocation/2013/04/25/article1560413.ece[permanent dead link]
  10. "ଆର୍କାଇଭ୍ କପି". Archived from the original on 2013-05-30. Retrieved 2013-04-29. {{cite web}}: Cite has empty unknown parameter: |1= (help)