ରାଣୀ ହଜାରିକା
ଭାରତୀୟ ଲୋକଗୀତ ଗାୟିକା
ରାଣୀ ହଜାରିକା (ଜନ୍ମ: ୭ ଅକ୍ଟୋବର ୧୯୮୭)[୧] ଜଣେ ଭାରତୀୟ ଅହମୀୟା[୨] ଲୋକଗୀତ ଗାୟିକ ତଥା ହିନ୍ଦୀ କଥାଚିତ୍ର ଜଗତର ଜଣେ ପ୍ରଚ୍ଛଦପଟ ଗାୟିକା ।[୩] ସେ ମଞ୍ଚରେ ସଙ୍ଗୀତ ପରିବେଷଣ କରନ୍ତି ।[୪]
ରାଣୀ ହଜାରିକା | |
---|---|
ଜନ୍ମ | ଗୁଆହାଟୀ, ଆସାମ, ଭାରତ | ୭ ଅକ୍ଟୋବର ୧୯୮୭
ଶୈଳୀ |
|
ପେଷା | କଣ୍ଠଶିଳ୍ପୀ, ସଙ୍ଗୀତକାର |
ବାଦ୍ୟଯନ୍ତ୍ର | ଭୋକାଲ୍, ତବଲାବାଦକ |
ୱେବସାଇଟ | ranihazarika |
ଜୀବନୀ
ସମ୍ପାଦନାଅଳ୍ପ ବୟସରୁ ସଙ୍ଗୀତ ଶିଳ୍ପରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା ।[୫][୬] ସେ ୧୩ ବର୍ଷ ବୟସରେ ସେ ପେଷାଗତ ଗାୟିକା ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିଥିଲେ । ଅନେକ ଆନ୍ତର୍ଜାତୀୟ ପୁରସ୍କାର ସହିତ ସେ ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ୍ ପୁରସ୍କାର ପାଇଥିଲେ ।[୭] ସେ କଥାଚିତ୍ରରେ ଗୀତ ଗାଇବା ସହିତ ତାଙ୍କର କିଛି ଆଲବମ୍ ମୁକ୍ତିଲାଭ କରିଛି । ୨୦୧୫ ମସିହାରେ ଫୋବସଦ୍ୱାରା ପ୍ରକାଶିତ ଶ୍ରେଷ୍ଠ ୧୦୦ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ସେ ସ୍ଥାନିତ ହୋଇଥିଲେ ।[୮] ମସ୍କୋରେ ସେ ଏକ ଐତିହାସିକ ଫୋରମ୍ରେ ସଙ୍ଗୀତ ପରିବେଷଣ କରିଥିଲେ ।[୯]
ପୁରସ୍କାର
ସମ୍ପାଦନାବର୍ଷ | ପୁରସ୍କାର | ବର୍ଗ | ଫଳାଫଳ |
---|---|---|---|
୨୦୨୨ | କେ.ଏଲ୍ ସେହଗଲ୍ ଜାତୀୟ ପୁରସ୍କାର[୧୦] | ବିଜୟୀ[୧୧] |
ଆଧାର
ସମ୍ପାଦନା- ↑ "Rani Hazarika: A Melodious Journey of a Versatile playback singer and live Performer | APN News". Retrieved 22 December 2023.
- ↑ "Rani Hazarika- The Rockstar from Assam". 5 December 2019. Retrieved 22 December 2023.
- ↑ "Rani Hazarika and Jaan Nissar Lone's melodies enchant the spectacular Bangus Festival!". The Times of India. 16 September 2023.
- ↑ "Music is in my blood: Rani Hazarika". Archived from the original on 2023-06-02. Retrieved 2024-02-17.
- ↑ "Bollywood Singer Rani Hazarika Biography, News, Photos, Videos".
- ↑ "Assam's popular singer Rani Hazarika says she found singing in Kashmiri difficult".
- ↑ "Rani Hazarika: A Harmonious Odyssey of a Multifaceted Artiste".
- ↑ "Forbes India Celebrity 100 Nominees List For 2015". Forbes India (in ଇଂରାଜୀ). Retrieved 2023-10-13.
- ↑ "Rani Hazarika mesmerises with her song 'Mystic Trance' at the Russian-African forum". The Times of India. 26 July 2023.
- ↑ Bollywood singers Jaan Nissar Lone and Rani Hazarika win the first KL Saigal Awardbusinessworld.in 17 June 2022 Archived 1 March 2023 at the Wayback Machine.
- ↑ "Rani Hazarika Gets Sarhad's Kundalal Saigal National Award". Kashmir Life. 2022-06-16. Retrieved 2023-10-13.
ବାହାର ଲିନ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରାଣୀ ହଜାରିକା