ରାଜୁ କୁଲକାର୍ଣୀ

ଭାରତୀୟ କ୍ରିକେଟ ଖେଳାଳି

ରାଜୀବ ରମେଶ କୁଲକାର୍ଣୀ  ଶବଦ ବିଷୟରେ pronunciation  (ଜନ୍ମ 25 ସେପ୍ଟେମ୍ବର 1962 , ବମ୍ବେ , ମହାରାଷ୍ଟ୍ର ) iଜଣେ ଉର୍ବତନ ଭାରତୀୟ କ୍ରିକେଟର । ସେ ଘରେଇ କ୍ରିକେଟ ବମ୍ବେ ପାଇଁ ଏକ ଦ୍ରୁତବୋଲର ହିସାବରେ ଖେଳୁଥିଲେ । ସେ ରଣଜୀ ଟ୍ରଫି ଫାଇନାଲରେ 1982-83 ମସିହାରେ 11 ରନ ଦେଇ 8 ୱିକେଟ ନେଇଥିଲେ । ସେ ତାଙ୍କର ପ୍ରଥମ ଅନ୍ତର୍ଜାତିକ ଏକ ଦିବାସୀୟ ମେଚ ଡିସେମ୍ବର 1983 ମସିହାରେ ଖେଳିଥିଲେ । 

ବ୍ୟକ୍ତିଗତ ତଥ୍ୟ
ନାମRajiv Ramesh Kulkarni
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରRight-arm fast-medium
ଭୂମିକାBowler
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 175)15 October 1986 v Australia
ଶେଷ ଟେଷ୍ଟ11 February 1987 v Pakistan
ପ୍ରଥମ ଦିନିକିଆ (cap 46)17 December 1983 v West Indies
ଶେଷ ଦିନିକିଆ26 March 1987 v Pakistan
Career statistics
ପ୍ରତିଯୋଗିତା Tests ODIs
ମ୍ୟାଚ ସଂଖ୍ୟା 3 10
ମୋଟ ରନ 2 33
ବ୍ୟାଟିଂ ହାର 1.00 16.50
ଶତକ/ଅର୍ଦ୍ଧଶତକ -/- -/-
ସର୍ବାଧିକ ରନ 2 15
ବଲ ସଂଖ୍ୟା 366 444
ଉଇକେଟ 5 10
ବୋଲିଂ ହାର 45.39 34.50
ଇନିଙ୍ଗସରେ ୫ଟି ଉଇକେଟ - -
ମ୍ୟାଚରେ ୧୦ଟି ଉଇକେଟ - n/a
ସବୁଠୁ ଭଲ ବୋଲିଂ 3/85 3/42
କ୍ୟାଚ/ଷ୍ଟମ୍ପିଙ୍ଗ 1/- 2/-
Source: [୧], 6 March 2006

ତାଙ୍କୁ 1986 ମସିହାରେ  ଅଷ୍ଟ୍ରେଲିଆ ସହ ବମ୍ବେରେ ହେବାକୁ ଥିବା ଟେଷ୍ଟ ମେଚ ପାଇଁ ଶେଷମୁହୂର୍ତରେ ଡକା ଯାଇଥିଲା ଓ ସେ ସେଥିରେ ତାଙ୍କର ପ୍ରଥମ ଟେଷ୍ଟ ଖେଳିଥିଲେ ।ସେ ତାହା ପରେ ଫେବୃଆରୀ 1987ରେ ପାକିସ୍ତାନ ସହ 2ଟି ଟେଷ୍ଟ ଖେଳିଥିଲେ । ତାହା ପରେ ସେ ଔ ଟେଷ୍ଟ ଖେଳିବାର ସୁଯୋଗ ପାଇ ନ ଥିଲେ । ସେ ସମୁଦାୟ 10ଟି  ଏକଦିବସୀୟ ଅନ୍ତର୍ରାଷ୍ଟ୍ରୀୟ ମେଚ ଖେଳି ଥିଲେ ।  ସେ 1990 ମସିହାରେ ଏସିଆ କପ ପାଇଁ ଦଳରେ ଥିଲେ ମଧ୍ୟ ଖେଳି ନ ଥିଲେ । 

ସେ 1992 ମସିହାରେ ସକ୍ରିୟ ଖେଳରୁ ଅବସର ନେଇଥିଲେ ଓ ତାଙ୍କ କ୍ରୀଡ଼ା ସରଞ୍ଜାମ ବ୍ୟବସାୟରେ ରହିଲେ । 

ଆଧାର  ସମ୍ପାଦନା