[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Rajapalayam
இராஜபாளையம்
Town
ଦେଶ India
ରାଜ୍ୟTamil Nadu
ଜିଲ୍ଲାVirudhunagar
Government
 • TypeSpecial Grade Municipality
 • BodyRajapalayam Municipality
 • Municipality ChairmanP.S. Dhanalakshmi
 • M L AK. Gopalsamy
Elevation
100.58 m (329.99 ft)
Population
 (2011)
 • Total୧,୩୦,୪୨୨
ଭାଷା
 • ସରକାରୀTamil
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣTN-84
WebsiteRajapalayam360.in

ରାଜାପାଲାୟମ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ତାମିଲନାଡୁର ବିରୁଧୁ‌‌ନଗର ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଜାପାଲାୟମ ସହରର ମୋଟ ଜନସଂଖ୍ୟା ୧୨୧୯୮୨ ଅଟେ ।[୧] ସେଥି ମଧ୍ୟରୁ ୫୦.୦୭% ଜଣ ପରୁଷ ହୋଇଥିବା ବେଳେ ୪୯.୯୩% ଜଣ ନାରୀ ଅଟନ୍ତି । ରାଜାପାଲାୟମର ସାକ୍ଷରତା ହାର ୭୨.୯୯% ଅଟେ । ଏହା ଜାତୀୟ ହାରଠାରୁ ୮.୧୫% ପ୍ରତିଶତ କମ ଅଟେ । ସେଥିରୁ ୪୦.୦୭% ପ୍ରତିଶତ ପୁରୁଷ ଓ ୩୨.୯୨% ନାରୀ ଅଟନ୍ତି । ୯.୪୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା ସମ୍ପାଦନା

ତାମିଲ ରାଜାପାଲାୟମର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା