ରାଉଲିବନ୍ଧ

ଭାରତରେ ଗ୍ରାମ

ରାଉଲିବନ୍ଧ ଭାରତୀୟ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଏକ ଗ୍ରାମ । ଏହା ମାଲଦା ଗ୍ରାମ ପଞ୍ଚାଯତ ଅଧୀନରେ ରହିଛି । [୧]

Raulibandha is a village in Malada Gram Panchayat, Ganjam district in the state of Orissa, India[1].
ରାଉଲିବନ୍ଧ ଗ୍ରାମର ମାନଚିତ୍ରରେ ଅବସ୍ଥିତି 

ଭୌଗୋଳିକ ଅବସ୍ଥିତି  ସମ୍ପାଦନା

ହୁମ୍ମା - ପୁରୁଷୋତ୍ତମପୁର ରାଜ୍ୟ ରାଜପଥରୁ 3 କିଲୋମିଟର ଦୂରରେ ଏହି ଗ୍ରାମ ଅବସ୍ଥିତ ଓ ତାହା ନିକଟରେ ସନ୍ତୋଷପୁର ଗ୍ରାମ ରହିଛି । ଗ୍ରାମର ଆୟତନ 324.545 ଏକର । [୨]

ଜନସଂଖ୍ୟା  ସମ୍ପାଦନା

2011 ଜନଗଣନା ଅନୁସାରେ ରାଉଳିବାନ୍ଧର ଜନସଂଖ୍ୟା 687 ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା 53 % ଓ ମହିଳା ସଂଖ୍ୟା 47% ଥିଲା । ସାକ୍ଷ୍ୟରତା ହାର 69% ଥିଲା ଯାହା ରାଜ୍ୟ ହାର 73 %ଠାରୁ କମ । 6 ବର୍ଷରୁ କମ ସଂଖ୍ୟା 16% ଥିଲା । [୩]ଏହି ଆଞ୍ଚଲ ଆନ୍ଧ୍ର ନିକଟରେ ଥିବା ହେତୁ ଏଥିରେ ଅନେକ ତେଲୁଗୁ ଭାଷା ଭାଷି ଲୋକ ବସବାସ କରନ୍ତି । 

ଜୀବିକା ଓ ଶିକ୍ଷା  ସମ୍ପାଦନା

ଏଠାରେ ରହୁଥିବା ଅଧିବାସୀଙ୍କ ମୁଖ୍ୟ ଜୀବିକା କୃଷି । ଧାନ ସହ ଅନନ୍ୟ ଡାଲି ଜାତୀୟ ଚାଷ କରି ସେମାନେ ବଜାରରେ ବିକ୍ରି କରନ୍ତି । ଏଠାରେ ମାତ୍ର ଏକ ପ୍ରାର୍ଥମିକ ବିଦ୍ୟାଳୟ ଥିବା ହେତୁ ପିଲାମାନେ ଦୁରବର୍ତୀ ଗ୍ରାମକୁ ପଢିବାକୁଜୟ ଥାନ୍ତି ।  ଏବେ ବିନା ଜଳସେଚନରେ ଚାଷ ଭଲ ହଉ ନଥିବାରୁ ଏଠାରୁ ବହୁ ପରିବାର ଛତିଶଗଡ଼ ଅଞ୍ଚଳକୁ ଚାଲି ଯାଇ କୋଇଲାଖଣି ଅଞ୍ଚଳରେ କମ କରୁଛନ୍ତି । ଏହି ଅଞ୍ଚଳ ବନ୍ୟା ସଙ୍କଟ [୪]ରେ ରହିଥାଏ । 

ଗ୍ୟାଲେରି ସମ୍ପାଦନା

ଫୁଟ ଟୀକା  ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2011-08-23. Retrieved 2016-12-04. {{cite web}}: Cite has empty unknown parameter: |1= (help)
  2. http://orissa.gov.in/revenue/ADMN_UNIT/Ganjam/Chatrapur/Mallada.htm
  3. http://www.census2011.co.in/data/village/412109-raulibandha-orissa.html
  4. http://ganjam.nic.in/ddmp/002.htm