ରାଉଲିବନ୍ଧ
ରାଉଲିବନ୍ଧ ଭାରତୀୟ ରାଜ୍ୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଏକ ଗ୍ରାମ । ଏହା ମାଲଦା ଗ୍ରାମ ପଞ୍ଚାଯତ ଅଧୀନରେ ରହିଛି । [୧]
ଭୌଗୋଳିକ ଅବସ୍ଥିତି
ସମ୍ପାଦନାହୁମ୍ମା - ପୁରୁଷୋତ୍ତମପୁର ରାଜ୍ୟ ରାଜପଥରୁ 3 କିଲୋମିଟର ଦୂରରେ ଏହି ଗ୍ରାମ ଅବସ୍ଥିତ ଓ ତାହା ନିକଟରେ ସନ୍ତୋଷପୁର ଗ୍ରାମ ରହିଛି । ଗ୍ରାମର ଆୟତନ 324.545 ଏକର । [୨]
ଜନସଂଖ୍ୟା
ସମ୍ପାଦନା2011 ଜନଗଣନା ଅନୁସାରେ ରାଉଳିବାନ୍ଧର ଜନସଂଖ୍ୟା 687 ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା 53 % ଓ ମହିଳା ସଂଖ୍ୟା 47% ଥିଲା । ସାକ୍ଷ୍ୟରତା ହାର 69% ଥିଲା ଯାହା ରାଜ୍ୟ ହାର 73 %ଠାରୁ କମ । 6 ବର୍ଷରୁ କମ ସଂଖ୍ୟା 16% ଥିଲା । [୩]ଏହି ଆଞ୍ଚଲ ଆନ୍ଧ୍ର ନିକଟରେ ଥିବା ହେତୁ ଏଥିରେ ଅନେକ ତେଲୁଗୁ ଭାଷା ଭାଷି ଲୋକ ବସବାସ କରନ୍ତି ।
ଜୀବିକା ଓ ଶିକ୍ଷା
ସମ୍ପାଦନାଏଠାରେ ରହୁଥିବା ଅଧିବାସୀଙ୍କ ମୁଖ୍ୟ ଜୀବିକା କୃଷି । ଧାନ ସହ ଅନନ୍ୟ ଡାଲି ଜାତୀୟ ଚାଷ କରି ସେମାନେ ବଜାରରେ ବିକ୍ରି କରନ୍ତି । ଏଠାରେ ମାତ୍ର ଏକ ପ୍ରାର୍ଥମିକ ବିଦ୍ୟାଳୟ ଥିବା ହେତୁ ପିଲାମାନେ ଦୁରବର୍ତୀ ଗ୍ରାମକୁ ପଢିବାକୁଜୟ ଥାନ୍ତି । ଏବେ ବିନା ଜଳସେଚନରେ ଚାଷ ଭଲ ହଉ ନଥିବାରୁ ଏଠାରୁ ବହୁ ପରିବାର ଛତିଶଗଡ଼ ଅଞ୍ଚଳକୁ ଚାଲି ଯାଇ କୋଇଲାଖଣି ଅଞ୍ଚଳରେ କମ କରୁଛନ୍ତି । ଏହି ଅଞ୍ଚଳ ବନ୍ୟା ସଙ୍କଟ [୪]ରେ ରହିଥାଏ ।
ଗ୍ୟାଲେରି
ସମ୍ପାଦନା-
People busy with their agricultural works
-
Raulibandha at the lap of nature
-
Raulibandha's wetland areas. View from nearby hill top
ଫୁଟ ଟୀକା
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2011-08-23. Retrieved 2016-12-04.
{{cite web}}
: Cite has empty unknown parameter:|1=
(help) - ↑ http://orissa.gov.in/revenue/ADMN_UNIT/Ganjam/Chatrapur/Mallada.htm
- ↑ http://www.census2011.co.in/data/village/412109-raulibandha-orissa.html
- ↑ http://ganjam.nic.in/ddmp/002.htm