ରାଇ ଲକ୍ଷ୍ମୀ

ଦକ୍ଷିଣ ଭାରତୀୟ ଅଭିନେତ୍ରୀ

ରାଇ ଲକ୍ଷ୍ମୀ (ଜନ୍ମ: ୫ ମଇ ୧୯୮୯)[୩][୪] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ଯିଏକି ମୁଖ୍ୟତଃ କନ୍ନଡ଼, ମାଲାୟଲମ୍, ତାମିଲ ଏବଂ ତେଲୁଗୁ କଥାଚିତ୍ରରେ ଅଭିନୟ କରନ୍ତି । ୨୦୧୭ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଜୁଲି-୨ ଚଳଚ୍ଚିତ୍ର ମାଧ୍ୟମରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବାର ଅଛି । ରାଇ କଥାଚିତ୍ର ଜଗତରେ ଗୋଟେ ଦିଶନ୍ଧିରେ ବିଭିନ୍ନ ଭାଷାରେ ପ୍ରାୟ ୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି ।[୫]

ରାଇ ଲକ୍ଷ୍ମୀ
୨୦୧୪ ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ରାଇ
Born
ଲକ୍ଷ୍ମୀ ରାଇ

(1989-05-05) ୫ ମଇ ୧୯୮୯ (ବୟସ ୩୪)[୧]
Nationalityଭାରତୀୟ
Occupation(s)ଅଭିନେତ୍ରୀ, ମଡେଲ, ମଞ୍ଚ କଳାକାର
Years active୨୦୦୫ – -ଏବେଯାଏଁ
Parent(s)ରାମ ରାଇ
ମଞ୍ଜୁଳା ରାଇ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ରାଇ ଲକ୍ଷ୍ମୀ ୫ ମଇ ୧୯୮୯ରେ ବେଲଗୌମ, କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ହେଉଛନ୍ତି ରାମ ରାଇ ଏବଂ ମଞ୍ଜୁଳା ରାଇ । ସେ ଜଣେ ଗୁଜରାଟି ପରିବାରର ଲୋକ ।[୬][୭]

କଥାଚିତ୍ର ଜୀବନ ସମ୍ପାଦନା

ରାଇ ମାତ୍ର ୧୫ବର୍ଷ ବୟସରେ ୨୦୦୫ରେ ଏକ ତାମିଲ କଥାଚିତ୍ର କର୍କା କସଦରା ଜରିଆରେ ଅଭିନୟ ଜଗରେ ପ୍ରେବେଶ କରିଥିଲେ ।[୮] ପରେ ପରେ ସେ ଅନେକ ତାମିଲ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୮ରେ ସେ ନିର୍ଦ୍ଦଶକ ଜୀଭାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଧାମ୍ ଧୂମ୍ରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ସ‌ହ ଅଭିନେତ୍ରୀ ପାଇଁ ମନୋନୀତ ହୋଇଥିଲେ ।[୯]

୨୦୦୭ ମସିହାରେ ରାଇ ରକ୍ ଆଣ୍ଡ ରୋଲ୍ ଜରିଆରେ ମୋହନଲାଲଙ୍କ ସ‌ହ ମାଲାୟଲମ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । [୧୦]

ଅଭିନୀତ କଥାଚିତ୍ର ସମ୍ପାଦନା

କ୍ରମିକ ସଂଖ୍ୟା ବର୍ଷ ଚଳଚ୍ଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୦୫ କରକ କାସଦର ଅଞ୍ଜଳି ତାମିଲ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୦୫ କାଞ୍ଚନମାଳା କେବୁଲ ଟିଭି କାଞ୍ଚନ ତେଲୁଗୁ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୦୫ କୁନ୍ଦକ୍କା ମନ୍ଦକ୍କା ରୂପା ତାମିଲ
୨୦୦୫ ବାଲ୍ମିକୀ କନ୍ନଡ଼ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୦୬ ନୀକ୍କୁ ନାକ୍କୁ ତେଲୁଗୁ
୨୦୦୬ ଧର୍ମ‌ପୁରୀ ବାଲାର୍‌ମର୍ତ୍ତୀ ତାମିଲ
୨୦୦୭ ନୀଞ୍ଜାଇ ଥୋଡ଼ୁ ଐଶ୍ୱର୍ଯା ତାମିଲ
୨୦୦୭ ରକ୍ ଅନ୍ ରୋଲ୍ ଦୟା ଶ୍ରୀନିବାସ ମାଲାୟଲମ୍ ମାଲାୟଲମ୍ କଥାଚିତ୍ର ଜଗତେ ଅଭିନୟ ଆରମ୍ଭ
୨୦୦୭ ସ୍ନେହାନା ପ୍ରୀତିନା ଲକ୍ଷ୍ମୀ କନ୍ନଡ଼
୧୦ ୨୦୦୮ ବେଲ୍ଲୀ ଥିରାଇ ନିଜେ ତାମିଲ ଅତିଥି କଳାକାର
୧୧ ୨୦୦୮ ଆନ୍ନାନ ଥମ୍ବି ଥେନମୋଝି ମାଲାୟଲମ୍
୧୨ ୨୦୦୮ ମିଞ୍ଚିନା ଓଟା ଲକ୍ଷ୍ମୀ କନ୍ନଡ଼
୧୩ ୨୦୦୮ ପରୁନ୍ଥୁ ରାଖି ମାଲାୟଲମ୍
୧୪ ୨୦୦୮ ରଗସିୟା ସ୍ନେହିଥାନେ ଜେନି ତାମିଲ
୧୫ ୨୦୦୮ ଧାମ୍ ଧୁମ୍ ଆରତୀ ଚିନ୍ନାପ୍ପା ତାମିଲ
୧୬ ୨୦୦୯ ୨ ହରିହର ନାଗର ମାୟା ମାଲାୟଲମ୍
୧୭ ୨୦୦୯ ମୁଥିରାଇ କାବ୍ୟା ତାମିଲ
୧୮ ୨୦୦୯ ବାମନନ୍ ପୂଜା ତାମିଲ
୧୯ ୨୦୦୯ ନାନ୍ ଅବାନିଲାଇ ୨ ଦୀପା ତାମିଲ
୨୦ ୨୦୦୯ ଓରୁ କନ୍ଧାଲନ୍ ଓରୁ କଧାଲି ଚରନ୍ୟା ତାମିଲ
୨୧ ୨୦୦୯ ଚାଟ୍ଟମ୍ବିନାଡ଼ୁ ଗୌରୀ ମାଲାୟଲମ୍
୨୨ ୨୦୦୯ ଏଭିଦାମ୍ ସ୍ୱର୍ଗମନୁ ସୁନୀତା ମାଲାୟଲମ୍
୨୩ ୨୦୧୦ ଇନ୍ ଘୋଷ୍ଟ ହାଉସ୍ ଇନ୍ ମାୟା ମାଲାୟଲମ୍ ଅତିଥି କଳାକାର
୨୪ ୨୦୧୦ ଇରୁମ୍ବୁକ୍କୋତ୍ତାଇ ମୁରୁତ୍ତୁ ସିଙ୍ଘମ୍ ପାକ୍କି ତାମିଲ
୨୫ ୨୦୧୦ ପେନ୍ ସିଙ୍ଘମ୍ ନିଜେ ତାମିଲ ଅତିଥି କଳାକାର
୨୬ ୨୦୧୧ କ୍ରୀଷ୍ଟୀନ୍ ବ୍ରଦର୍ସ ସୋଫିଆ ମାଲାୟଲମ୍
୨୭ ୨୦୧୧ କାଞ୍ଚନ ପ୍ରିୟା ତାମିଲ
୨୮ ୨୦୧୧ ମନ‌କଥା ସୋନା ତାମିଲ
୨୯ ୨୦୧୧ ଓରୁ ମାରୁଭୂମିକ୍କାଧା ମୀନାକ୍ଷୀ
ମାନସୀ
ମାଲାୟଲମ୍ ଦ୍ୱୈତ ଭୂମିକା
୩୦ ୨୦୧୨ କାସାନୋଭା ହାନା ମାଲାୟଲମ୍
୩୧ ୨୦୧୨ ମାୟାମୋହିନୀ ମାୟା
କଟ୍ରୀନା
ମାଲାୟଲମ୍
୩୨ ୨୦୧୨ ଅଧିନାୟକୁଡ଼ୁ ଦୀପ୍ତୀ ତେଲୁଗୁ
୩୩ ୨୦୧୨ କଳ୍ପନା ପ୍ରିୟା କନ୍ନଡ଼
୩୪ ୨୦୧୨ ତାଣ୍ଡବମ୍ ଗୀତା ତାମିଲ
୩୫ ୨୦୧୩ ବାନା ଯୁଦ୍ଧମ୍ ବିଜୟତା ବୈଶିଷ୍ଟ ତାମିଲ
୩୬ ୨୦୧୩ ଅଟ୍ଟ‌ହାସ କନ୍ନଡ଼
୩୭ ୨୦୧୩ ଅନ୍‌ବଧୁଲେ ଗୁରୁ ସଞ୍ଜନା ତାମିଲ
୩୮ ୨୦୧୩ ଆରୁ ସୁନ୍ଦରିମାରୁଡ଼େ କଥା ଫୌଜିଆ ହାସନ୍ ଆଇପିଏସ୍ ମାଲାୟଲମ୍
୩୯ ୨୦୧୩ ବାଲୁପୁ ନିଜେ ତେଲୁଗୁ ଆଇଟମ୍ ଗୀତ
୪୦ ୨୦୧୪ ଇରୁମ୍ବୁ କୁଥିରାଇ କ୍ରିଷ୍ଟୀନା ତାମିଲ
୪୧ ୨୦୧୪ ରାଜାଧି ରାଜା ରାଧା ମାଲାୟଲମ୍
୪୨ ୨୦୧୪ ଅରାନମାନାଇ ମାୟା ତାମିଲ
୪୩ ୨୦୧୬ ବାଙ୍ଗାଲୋର ନାଟକାଲ ଲକ୍ଷ୍ମୀ ତାମିଲ
୪୪ ୨୦୧୬ ସୌକାରପେତ୍ତାଇ ମାୟା ତାମିଲ
୪୫ ୨୦୧୬ ସରଦାର୍ ଗବର୍ ସିଂହ ନିଜେ ତେଲୁଗୁ ତୋବା ତୋବା ଗୀତରେ ନୃତ୍ୟ
୪୬ ୨୦୧୬ ଅକିରା ମାୟା ହିନ୍ଦୀ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୪୭ ୨୦୧୭ ଖିଲାଡ଼ି ନଂ ୧୫୦ ନିଜେ ତେଲୁଗୁ
୪୮ ୨୦୧୭ ମୋଟ୍ଟା ଶିବା କେଟ୍ଟା ଶିବା ତାମିଲ
୪୯ ୨୦୧୭ ଜୁଲି ୨   ହିନ୍ଦୀ Post-Production
୫୦ ୨୦୧୭ Untitled Mithraj Jawahar project ତେଲୁଗୁ
ତାମିଲ
filming[୧୧]

ଆଧାର ସମ୍ପାଦନା

  1. "Lakshmi Rai". StarsFact.com. Retrieved 12 June 2017.
  2. TNN (Jul 29, 2014). "I'm not a bunt, don't speak to me in Tulu: Raai Laxmi". The Times of India. Retrieved 12 June 2017.
  3. "It's Raai Laxmi from now!". Deccan Chronicle. Retrieved 12 June 2017.
  4. "Lakshmi Rai is now Raai Laxmi"
  5. "50 FILMS IN JUST 10 YEARS".
  6. "I was brought up like a boy: Raai Laxmi"
  7. "Lakshmi Rai flooded with messages on birthday"
  8. "Why Raai Laxmi doesn't share space with Sonakshi Sinha"
  9. "DHAAM DHOOM – MOVIE REVIEW CAST Jayam Ravi Kangana Ranaut Lakshmi Rai". Behindwoods.com. 5 December 2007. Retrieved 12 June 2017.
  10. "Lakshmi Rai's hat trick with Mammootty!". Sify. 20 August 2009. Retrieved 12 June 2017.
  11. "Raai Laxmi in remake of 100 Degree Celsius"

ଅଧିକ ତ‌ଥ୍ୟ ସମ୍ପାଦନା