ରାଇସେନ
ରାଇସେନ ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ମଧ୍ୟପ୍ରଦେଶର ରଇସେନ୍ ଜିଲ୍ଲାରେ ଅବସ୍ଥିତ ।
Raisen | |
---|---|
city | |
ଦେଶ | India |
ରାଜ୍ୟ | Madhya Pradesh |
ଜିଲ୍ଲା | Raisen |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
Website | www |
ଭୌଗଳିକ ଅବସ୍ଥିତି
ସମ୍ପାଦନାରାଇସେନ ୨୩.୩୩୦୬ ଉତ୍ତର ଅକ୍ଷାଂଶ ଓ ୭୭.୭୮୨୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଇସେନ ସହରର ମୋଟ ଜନସଂଖ୍ୟା ୧୬୦୯୪ ଅଟେ ।[୨] ସେଥି ମଧ୍ୟରୁ ୫୩.୦୧% ଜଣ ପରୁଷ ହୋଇଥିବା ବେଳେ ୪୬.୯୯% ଜଣ ନାରୀ ଅଟନ୍ତି । ରାଇସେନର ସାକ୍ଷରତା ହାର ୬୦.୮୨% ଅଟେ । ଏହା ଜାତୀୟ ହାରଠାରୁ ୪.୦୨% ପ୍ରତିଶତ କମ ଅଟେ । ସେଥିରୁ ୩୬.୭୫% ପ୍ରତିଶତ ପୁରୁଷ ଓ ୨୪.୦୭% ନାରୀ ଅଟନ୍ତି । ୧୬.୬୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାହିନ୍ଦୀ ରାଇସେନର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.