ରାଇବୋସାଇକ୍ଲିବ
ରାଇବୋସାଇକ୍ଲିବ, ଏକ ବେପାର ନାମ କିସ୍କାଲି, ହେଉଛି ଏକ ଔଷଧ ଯାହା କେତେକ ପ୍ରକାରର ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ଏଚଆର-ଯୁକ୍ତାତ୍ମକ ଓ ଏଚଆର୨-ନକାରାତ୍ମକ ରୋଗ ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]
Clinical data | |
---|---|
Trade names | Kisqali |
Synonyms | LEE 011 |
AHFS/Drugs.com | monograph |
MedlinePlus | a617008 |
data |
|
Routes of administration | By mouth (tablets) |
Legal status | |
Legal status | |
Pharmacokinetic data | |
Bioavailability | Unknown |
Protein binding | ~70% |
Metabolism | Liver (CYP3A4) |
Elimination half-life | 32.0 (29.7–54.7) hrs |
Excretion | 69% feces, 23% urine |
Identifiers | |
| |
ECHA InfoCard | 100.234.566 |
Chemical and physical data | |
Formula | C23H30N8O |
Molar mass | ୪୩୪.୫୫ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ ନିଉଟ୍ରଫିଲ, ବାନ୍ତି, ଥକ୍କା, ତରଳ ଝାଡ଼ା, କେଶ ଝଡ଼ିବା, ମୁଣ୍ଡବିନ୍ଧା, ରାସ, କାଶ ଅନ୍ତର୍ଭୁକ୍ତ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ଫସଫେଟ୍, QT ବିସ୍ତାର ଏବଂ ଯକୃତ ସମସ୍ୟା ହୋଇପାରେ ।[୩] [୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ସିଡିକ୪ ଓ ସିଡିକ ୬ (CDK4 ଏବଂ CDK6) ଏନଜାଇମକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]
୨୦୧୭ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରାଇବୋସାଇକ୍ଲିବ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୪ ସପ୍ତାହରେ ଏହା ବାବଦ ପ୍ରାୟ ୧୩,୮୦୦ ଡଲାର ଖର୍ଚ୍ଚ ହେଉଥିଲା ।[୫] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ୨,୯୫୦ ପାଉଣ୍ଡ ଥିଲା ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "Ribociclib Monograph for Professionals". Drugs.com (in ଇଂରାଜୀ). Archived from the original on 3 June 2021. Retrieved 17 October 2021.
- ↑ "DailyMed - KISQALI- ribociclib tablet, film coated". dailymed.nlm.nih.gov. Archived from the original on 4 April 2021. Retrieved 17 October 2021.
- ↑ ୩.୦ ୩.୧ ୩.୨ "Kisqali". Archived from the original on 29 August 2021. Retrieved 17 October 2021.
- ↑ ୪.୦ ୪.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1055. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Ribociclib Prices, Coupons & Savings Tips - GoodRx". GoodRx. Retrieved 17 October 2021.