ରାଇବୋସାଇକ୍ଲିବ, ଏକ ବେପାର ନାମ କିସ୍କାଲି, ହେଉଛି ଏକ ଔଷଧ ଯାହା କେତେକ ପ୍ରକାରର ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ଏଚଆର-ଯୁକ୍ତାତ୍ମକ ଓ ଏଚଆର୨-ନକାରାତ୍ମକ ରୋଗ ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]

ରାଇବୋସାଇକ୍ଲିବ
Clinical data
Trade namesKisqali
SynonymsLEE 011
AHFS/Drugs.commonograph
MedlinePlusa617008
data
Routes of
administration
By mouth (tablets)
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Pharmacokinetic data
BioavailabilityUnknown
Protein binding~70%
MetabolismLiver (CYP3A4)
Elimination half-life32.0 (29.7–54.7) hrs
Excretion69% feces, 23% urine
Identifiers
  • 7-Cyclopentyl-N,N-dimethyl-2-{[5-(1-piperazinyl)-2-pyridinyl]amino}-7H-pyrrolo[2,3-d]pyrimidine-6-carboxamide
ECHA InfoCard100.234.566 Edit this at Wikidata
Chemical and physical data
FormulaC23H30N8O
Molar mass୪୩୪.୫୫ g·mol−1
3D model (JSmol)
  • CN(C)C(=O)c1cc2cnc(nc2n1C3CCCC3)Nc4ccc(cn4)N5CCNCC5
  • InChI=1S/C23H30N8O/c1-29(2)22(32)19-13-16-14-26-23(28-21(16)31(19)17-5-3-4-6-17)27-20-8-7-18(15-25-20)30-11-9-24-10-12-30/h7-8,13-15,17,24H,3-6,9-12H2,1-2H3,(H,25,26,27,28)
  • Key:RHXHGRAEPCAFML-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ ନିଉଟ୍ରଫିଲ, ବାନ୍ତି, ଥକ୍କା, ତରଳ ଝାଡ଼ା, କେଶ ଝଡ଼ିବା, ମୁଣ୍ଡବିନ୍ଧା, ରାସ, କାଶ ଅନ୍ତର୍ଭୁକ୍ତ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ଫସଫେଟ୍, QT ବିସ୍ତାର ଏବଂ ଯକୃତ ସମସ୍ୟା ହୋଇପାରେ ।[୩] [୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ସିଡିକ୪ ଓ ସିଡିକ ୬ (CDK4 ଏବଂ CDK6) ଏନଜାଇମକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]

୨୦୧୭ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରାଇବୋସାଇକ୍ଲିବ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୪ ସପ୍ତାହରେ ଏହା ବାବଦ ପ୍ରାୟ ୧୩,୮୦୦ ଡଲାର ଖର୍ଚ୍ଚ ହେଉଥିଲା ।[୫] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ୨,୯୫୦ ପାଉଣ୍ଡ ଥିଲା ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Ribociclib Monograph for Professionals". Drugs.com (in ଇଂରାଜୀ). Archived from the original on 3 June 2021. Retrieved 17 October 2021.
  2. "DailyMed - KISQALI- ribociclib tablet, film coated". dailymed.nlm.nih.gov. Archived from the original on 4 April 2021. Retrieved 17 October 2021.
  3. ୩.୦ ୩.୧ ୩.୨ "Kisqali". Archived from the original on 29 August 2021. Retrieved 17 October 2021.
  4. ୪.୦ ୪.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1055. ISBN 978-0-85711-369-6.{{cite book}}: CS1 maint: date format (link)
  5. "Ribociclib Prices, Coupons & Savings Tips - GoodRx". GoodRx. Retrieved 17 October 2021.