[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Raichur
ರಾಯಚೂರು
City
raichur.jpg
raichur.jpg
Nickname: 
Golden City
Country India
Stateଛାଞ୍ଚ:Country data Karnataka
RegionBayaluseeme
DistrictRaichur district
Elevation
407 m (1,335 ft)
Population
 (2011)
 • Total୨,୩୨,୪୫୬
Languages
 • OfficialKannada
Time zoneUTC+5:30 (IST)
PIN
584101-103
Telephone code91 8532
ଯାନବାହାନ ପଞ୍ଚୀକରଣKA-36
Websitewww.raichurcity.gov.in


ରାଇଚୁର ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା କର୍ଣ୍ଣାଟକର ରଇଚୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ରାଇଚୁର ୧୬.୨୦୪୭ ଉତ୍ତର ଅକ୍ଷାଂଶ ଓ ୭୭.୩୫୪୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଇଚୁର ସହରର ମୋଟ ଜନସଂଖ୍ୟା ୨୧୯୯୨ ଅଟେ ।[୨] ସେଥି ମଧ୍ୟରୁ ୫୧.୪୦% ଜଣ ପରୁଷ ହୋଇଥିବା ବେଳେ ୪୮.୬୦% ଜଣ ନାରୀ ଅଟନ୍ତି । ରାଇଚୁରର ସାକ୍ଷରତା ହାର ୪୩.୪୧% ଅଟେ । ଏହା ଜାତୀୟ ହାରଠାରୁ ୨୧.୪୩% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୫.୭୬% ପ୍ରତିଶତ ପୁରୁଷ ଓ ୧୭.୬୪% ନାରୀ ଅଟନ୍ତି । ୧୭.୧୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

କନ୍ନଡ ରାଇଚୁରର ସରକାରୀ ଭାଷା ଅଟେ ।

ପାଣିପାଗ ସମ୍ପାଦନା

Raichur
Climate chart (explanation)
JFMAMJJASOND
 
 
2.2
 
30
17
 
 
3
 
34
19
 
 
2.1
 
38
22
 
 
18
 
40
25
 
 
49
 
40
25
 
 
35
 
35
23
 
 
132
 
32
22
 
 
140
 
32
22
 
 
142
 
32
22
 
 
105
 
32
21
 
 
23
 
30
19
 
 
5.3
 
29
17
Average max. and min. temperatures in °C
Precipitation totals in mm
Source: [୩]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ରାଇଚୁରରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୩.୭ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୧.୨ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୭୨୯.୯ mm/inches ହୋଇଥାଏ ।

Climate data for Raichur, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 30.3
(86.5)
33.7
(92.7)
37.5
(99.5)
39.9
(103.8)
40.1
(104.2)
35.4
(95.7)
32.4
(90.3)
31.5
(88.7)
32.1
(89.8)
31.7
(89.1)
30.3
(86.5)
29.4
(84.9)
33.7
(92.7)
ହାରାହାରି ସର୍ବନିମ୍ନ °C (°F) 17.2
(63)
19.3
(66.7)
22.3
(72.1)
24.7
(76.5)
25.0
(77)
23.1
(73.6)
22.2
(72)
21.6
(70.9)
21.9
(71.4)
21.4
(70.5)
19.0
(66.2)
16.8
(62.2)
21.2
(70.2)
Average rainfall mm (inches) 2.2
(0.087)
3.0
(0.118)
2.1
(0.083)
17.7
(0.697)
48.9
(1.925)
108.9
(4.287)
131.9
(5.193)
140.4
(5.528)
141.9
(5.587)
104.6
(4.118)
22.8
(0.898)
5.3
(0.209)
729.9
(28.736)
ହାରାହାରି ମେଘାତ୍ସନ ଦିବସ 0.2 0.1 0.4 1.4 3.0 6.7 8.4 8.4 7.4 5.2 1.9 0.3 43.5
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0.0 0.0 0.1 0.2 1.0 0.7 0.2 0.3 0.4 0.5 0.0 0.0 3.6

ହାରାହାରି କୁହୁଡ଼ି ଘେରା ଦିବସ 0.0 0.0 0.0 0.0 0.0 0.0 0.0 0.0 0.0 0.0 0.0 0.0 0.0
Source: India Meteorological Department (temperatures and precipitation)[୪][୫]


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  3. "World Weather Information Service -Raichur". Worldweather.wmo.int. 5 October 2006. Retrieved 28 June 2015.
  4. "Chennai- Climatological Information". India Meteorological Department. Retrieved 29 May 2014.
  5. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.

ବାହାର ଲିଙ୍କ ସମ୍ପାଦନା