[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Raiganj
রায়গঞ্জ
town
ଦେଶ India
ରାଜ୍ୟWest Bengal
ଜିଲ୍ଲାUttar Dinajpur
Elevation
40 m (130 ft)
Population
 (2011)[୧]
 • Total୧,୮୩,୬୧୨
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣWB-60
Lok Sabha constituencyRaiganj
Vidhan Sabha constituencyRaiganj
Websiteuttardinajpur.nic.in

ରାଇଗଞ୍ଜ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ପଶ୍ଚିମବଙ୍ଗର ଉତ୍ତର୍ ଦିନଜ୍ପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ରାଇଗଞ୍ଜ ୨୫.୬୧୨୮ ଉତ୍ତର ଅକ୍ଷାଂଶ ଓ ୮୮.୧୨୪୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୩୪ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଇଗଞ୍ଜ ସହରର ମୋଟ ଜନସଂଖ୍ୟା ୧୬୫୨୨୨ ଅଟେ ।[୩] ସେଥି ମଧ୍ୟରୁ ୫୨.୯୫% ଜଣ ପରୁଷ ହୋଇଥିବା ବେଳେ ୪୭.୦୫% ଜଣ ନାରୀ ଅଟନ୍ତି । ରାଇଗଞ୍ଜର ସାକ୍ଷରତା ହାର ୭୫.୧୧% ଅଟେ । ଏହା ଜାତୀୟ ହାରଠାରୁ ୧୦.୨୭% ପ୍ରତିଶତ କମ ଅଟେ । ସେଥିରୁ ୪୧.୬୬% ପ୍ରତିଶତ ପୁରୁଷ ଓ ୩୩.୪୫% ନାରୀ ଅଟନ୍ତି । ୧୧.୧୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ବଙ୍ଗାଳୀ ରାଇଗଞ୍ଜର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା