[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Raikot
city
Country India
StatePunjab
DistrictLudhiana
Elevation
235 m (771 ft)
Population
 (2011)[୧]
 • Total୨୮,୭୩୪
Time zoneUTC+5:30 (IST)
PIN
141109
Telephone code01624
ଯାନବାହାନ ପଞ୍ଚୀକରଣPB 56


ରାଇକୋଟ ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ଲୁଧିଅନ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ରାଇକୋଟ ୩୦.୬୫୦୦ ଉତ୍ତର ଅକ୍ଷାଂଶ ଓ ୭୫.୬୦୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଇକୋଟ ସହରର ମୋଟ ଜନସଂଖ୍ୟା ୨୪୭୩୮ ଅଟେ ।[୩] ସେଥି ମଧ୍ୟରୁ ୫୨.୬୧% ଜଣ ପରୁଷ ହୋଇଥିବା ବେଳେ ୪୭.୩୯% ଜଣ ନାରୀ ଅଟନ୍ତି । ରାଇକୋଟର ସାକ୍ଷରତା ହାର ୬୬.୦୭% ଅଟେ । ଏହା ଜାତୀୟ ହାରଠାରୁ -୧.୨୩% ପ୍ରତିଶତ କମ ଅଟେ । ସେଥିରୁ ୩୬.୮୩% ପ୍ରତିଶତ ପୁରୁଷ ଓ ୨୯.୨୫% ନାରୀ ଅଟନ୍ତି । ୧୧.୯୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ପଞ୍ଜାବୀ ରାଇକୋଟର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା