ରସ ମଲେଇ

ଭାରତୀୟ ଉପମହାଦେଶରେ ଖାଦ୍ୟ ଗ୍ରହଣ ପରେ ପାଟିକୁ ମିଠା କରିବା ପାଇଁ ବ୍ୟବହୃତ ମିଠା।

ରସମଲେଇ ବା ରସମଲାଈ ଭାରତୀୟ ଉପମହାଦେଶର ଏକ ମିଠାଇ । ଏହାର ନାମ ଦୁଇଟି ଶବ୍ଦ, ଯଥା: ରସ ଏବଂ ମଲାଇ ଯୋଗରୁ ସୃଷ୍ଟ ।

ରସ ମଲେଇ
ପରଷାମିଠା
ଅଞ୍ଚଳ ବା ରାଜ୍ୟଓଡ଼ିଶା, ପଶ୍ଚିମବଙ୍ଗ, ପାକିସ୍ତାନ
ସମ୍ବନ୍ଧିତ ଜାତୀୟ ଖାଦ୍ୟଭାରତୀୟ ବ୍ୟଞ୍ଜନ
ମୁଖ୍ୟ ଉପାଦାନଛେନା, ମଲେଇ, ଚିନି

ଉପାଦାନ ସମ୍ପାଦନା

ରସମଲାଇରେ କ୍ରିମରେ ବୁଡ଼ାହୋଇଥିବା ଛେନାର ଗୋଲା ପଡିଥାଏ । ଛେନାଗୋଲାମାନଙ୍କୁ ଚିନିସିରାରେ ଛଣାହୋଇଥାଏ । ସ୍ୱାଦ ପାଇଁ ଏଥିରେ ଗୁଜୁରାତି, କେଶର ଆଦି ପକାଯାଇଥାଏ । ଘରୋଇ ରସମଲାଇ କିନ୍ତୁ କ୍ଷୀର, ଅଟା କିମ୍ବା ମଇଦା, ବେକିଙ୍ଗ ପାଉଡର ଏବଂ ତେଲରେ ତିଆରି ହୋଇଥାଏ ।

ସୃଷ୍ଟି ସମ୍ପାଦନା

ଯଦିଓ ପଶ୍ଚିମବଙ୍ଗ ରସମଲାଇର ପ୍ରଥମ ପ୍ରସ୍ତୁତି ସେଠାରେ ହୋଇଥିଲା ବୋଲି ଦାବି କରୁଛି[୧], ନିଷ୍ପତି ଏବେ ମଧ୍ୟ ପ୍ରମାଣିକ ଅସମ୍ଭବତା ମଧ୍ୟରେ ରହିଛି ।[୨]

ଆଧାର ସମ୍ପାଦନା

  1. Catherine Soanes, Angus Stevenson (2003). Oxford Dictionary of English (2nd ed.). Oxford University Press. p. 1459. ISBN 0198613474.
  2. Michael Krondl (2011). Sweet Invention: A History of Dessert. Chicago Review Press. pp. 71–72. ISBN 978-1-55652-954-2.

ଆହୁରି ଦେଖିବେ ସମ୍ପାଦନା