ରବୀନ୍ଦ୍ର ଜାଡେଜା

ଭାରତୀୟ କ୍ରିକେଟ ଖେଳାଳି

ରବୀନ୍ଦ୍ର ଜାଡେଜା (ଜନ୍ମ )ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ । ସେ ହେଉଛନ୍ତି ଜଣେ ଦକ୍ଷ ଅଲରାଉଣ୍ଡର । ସେ ବାମହାତି ବ୍ୟଟ୍ସମ୍ୟାନ ଓ ବାମହାତି ଅଫ ବ୍ରେକ ବୋଲର । ସେ ସୌରାଷ୍ଟ୍ର ତରଫରୁ ରଣଜୀ ଓ ଚେନ୍ନାଇ ସୁପର କିଙ୍ଗ ତରଫରୁ ଆଇପିଏଲ ଖେଳନ୍ତି । ସେ ୧୯ ବର୍ଷ କମ ବିଶ୍ୱକପ ଦଳରେ ସଦସ୍ୟ ଥିଲେ । ପ୍ରଥମ ଆନ୍ତର୍ଜାତୀୟ ଦିନିକିଆ ସେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ ।

Ravindra Jadejahttps://or.wikipedia.org/w/index.php?title=%E0%AC%B0%E0%AC%AC%E0%AD%80%E0%AC%A8%E0%AD%8D%E0%AC%A6%E0%AD%8D%E0%AC%B0_%E0%AC%9C%E0%AC%BE%E0%AC%A1%E0%AD%87%E0%AC%9C%E0%AC%BE&veaction=edit
ବ୍ୟକ୍ତିଗତ ତଥ୍ୟ
ନାମRavindrasinh Anirudhsinh Jadeja
ଜନ୍ମ (1988-12-06) ୬ ଡିସେମ୍ବର ୧୯୮୮ (ବୟସ ୩୫)
NavagamGhed, Gujarat, India
ଡାକ ନାମJaddu, RJ, Rockstar, Sir,Jakana Hudeja
ଉଚ୍ଚତା5 ft 10 in (178 cm)
ବ୍ୟାଟିଂ ପ୍ରକାରLeft-handed lower order batsman
ବୋଲିଂ ପ୍ରକାରSlow left-arm orthodox
ଭୂମିକାAll-rounder
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 275)13 December 2012 v England
ଶେଷ ଟେଷ୍ଟ7–9 August 2014 v England
ପ୍ରଥମ ଦିନିକିଆ (cap 177)8 February 2008 v Sri Lanka
ଶେଷ ଦିନିକିଆ21 June 2015 v Bangladesh
ଘରୋଇ ଦଳ ତଥ୍ୟ
YearsTeam
2006–presentSaurashtra
2008–2009Rajasthan Royals
2011Kochi Tuskers Kerala
2012–2015Chennai Super Kings
Career statistics
ପ୍ରତିଯୋଗିତା Test ODI FC LA
ମ୍ୟାଚ ସଂଖ୍ୟା 12 120 55 159
ମୋଟ ରନ 364 1753 3530 2399
ବ୍ୟାଟିଂ ହାର 21.41 32.46 46.44 31.56
ଶତକ/ଅର୍ଦ୍ଧଶତକ 0/1 0/10 7/13 0/14
ସର୍ବାଧିକ ରନ 68 87 331 87
ବଲ ସଂଖ୍ୟା 3424 5876 5855 7704
ଉଇକେଟ 45 144 152 198
ବୋଲିଂ ହାର 30.37 33.19 27.13 30.36
ଇନିଙ୍ଗସରେ ୫ଟି ଉଇକେଟ 2 1 10 1
ମ୍ୟାଚରେ ୧୦ଟି ଉଇକେଟ 0 n/a 2 n/a
ସବୁଠୁ ଭଲ ବୋଲିଂ 6/138 5/36 7/31 5/36
କ୍ୟାଚ/ଷ୍ଟମ୍ପିଙ୍ଗ 11/– 40/– 40/– 56/–
Source: Cricinfo, 26 March 2015

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ଜଡେଜା ୬ ଡିସେମ୍ବର ୧୯୮୮ରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଅନିରୁଧ୍ଶିହ୍ନ ଜଡେଜା ପ୍ରାଇଭେଟ ସିକିଉରିଟି ଏଜେନ୍ସିରେ ୱାଚମ୍ୟାନ ଥିଲେ । ତାଙ୍କ ମାତା ଲତା ୨୦୦୫ରେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ଭଉଣୀ ନୟନା ଜଣେ ନର୍ସ ଅଟନ୍ତି ।

କ୍ୟାରିୟର

ସମ୍ପାଦନା

୨୦୦୬-୦୭ ଦିଲ୍ଲୀପ ଟ୍ରଫିରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୧୯ ବର୍ଷରୁ କମ ବିଶ୍ୱକପରେ ୬ଟି ମ୍ୟାଚରେ ୧୦ଟି ୱିକେଟ ନେଇଥିଲେ । ୨୦୧୨ରେ ଜଡେଜା ପ୍ରଥମ ଭାରତୀୟ ଭାବେ ଘରୋଇ କ୍ରିକେଟରେ ୩ଟି ତ୍ରିଶତକ ଅର୍ଜନ କରିଥିଲେ ।

ଆନ୍ତର୍ଜାତୀୟ କ୍ୟାରିୟର

ସମ୍ପାଦନା