ରଘୁନାଥ ପ୍ରହରାଜ

ଓଡ଼ିଆ ରାଜନୀତିଜ୍ଞ

ରଘୁନାଥ ପ୍ରହରାଜ (୧ ଜୁଲାଇ ୧୯୨୨ - ୨୩ ଜାନୁଆରୀ ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୭ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଓ ୧୯୭୧ ଉପ-ନିର୍ବାଚନରେ ସେ କୋକସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରଘୁନାଥ ପ୍ରହରାଜ
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା(ଉପ)
କାର୍ଯ୍ୟକାଳ
୧୯୬୭ – ୧୯୭୩
ନିର୍ବାଚନ ମଣ୍ଡଳୀକୋକସରା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-07-01)୧ ଜୁଲାଇ ୧୯୨୨
ମୃତ୍ୟୁ୨୩ ଜାନୁଆରୀ ୧୯୯୫(1995-01-23) (ବୟସ ୭୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀଜନକ କୁମାରୀ ପ୍ରହରାଜ
ବାପା/ବୋଉସୁଦାମ ଚନ୍ଦ୍ର ପ୍ରହରାଜ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ରଘୁନାଥ ପ୍ରହରାଜ ୧୯୨୨ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁଦାମ ଚନ୍ଦ୍ର ପ୍ରହରାଜ ଓ ପତ୍ନୀଙ୍କ ନାମ ଜନକ କୁମାରୀ ପ୍ରହରାଜ ।[୧]

ରାଜନୈତିକ ଜୀବନ ସମ୍ପାଦନା

ରଘୁନାଥ ପ୍ରହରାଜ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ରଘୁନାଥ ପ୍ରହରାଜ ୧୯୯୫ ମସିହାର ଜାନୁଆରୀ ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Raghunath Praharaj". odishaassembly.nic.in. Odisha Assembly. Retrieved 5 October 2022.