ଯୋଗେଶ ଚନ୍ଦ୍ର ପତି
ଯୋଗେଶ ଚନ୍ଦ୍ର ପତି (ଜନ୍ମ: ୧୯୩୭ ମସିହା, ଓଡ଼ିଶାର ବାରିପଦାରେ) ୟୁନିଭରସିଟି ଅଫ ମେରିଲ୍ୟାଣ୍ଡ, କଲେଜପାର୍କରେ ଭାରତୀୟ ଆମେରିକାନ ଥିଓରିଟିକାଲ ଫିଜିସିସ୍ଟ ଥିଲେ ।
ଜୀବନୀ
ସମ୍ପାଦନାଯୋଗେଶ ଚନ୍ଦ୍ର ପତି ବାରିପଦାର ଗୁରୁ ଟ୍ରେନିଙ୍ଗ ସ୍କୁଲରେ ଶିକ୍ଷା ତଥା ଏମ୍.କେ.ସି ହାଇ ସ୍କୁଲରୁ ମାଟ୍ରିକ ପାସ କଲାପରେ ଏମ୍.ପି.ସି କଲେଜରୁ ଆଇ.ଏସ୍.ସି ପାସ କରିଥିଲେ । ତାଙ୍କର ପଦାର୍ଥ ବିଜ୍ଞାନକୁ ଅନବଦ୍ୟ ଅବଦାନ (notion of a unification of elementary particles – quarks and leptons – and of their gauge forces force: weak, electromagnetic, and strong) ଥିଲା । ତାଙ୍କର ଥିଓରି ପାକସ୍ଥାନର ନୋବେଲ ପୁରସ୍କାର ବିଜେତା ଅବଦୁସ ସଲାମଙ୍କ ସହଭାଗିତାରେ କରାଯାଇଥିଲା । ପତି ଓ ସଲାମ ଯୋଡ଼ିଙ୍କ ଥିଓରି (The suggestions of Pati and Salam (The Pati–Salam model) of the symmetry of SU(4)–color, left-right symmetry, and of the associated existence of right-handed neutrinos, now provide some of the crucial ingredients for understanding the observed masses of the neutrinos and their oscillations.) ପରେ ନିଉଟ୍ରିନସ ଓ ସେମାନଙ୍କ ଅସିଲେସନ ବୁଝିବାରେ ବହୁତ ସାହାଯ୍ୟ କରିଥିଲା ।
ସ୍ୱିକୃତି
ସମ୍ପାଦନା୨୦୦୦ ମସିହାରେ ହୋୱାର୍ଡ ଜର୍ଜି, ହେଲେନ୍ କ୍ୱିନ୍ନ ଓ ଯୋଗେଶ ଚନ୍ଦ୍ର ପତି ତ୍ରୟଙ୍କୁ କ୍ୱେସ୍ଟ ଫର ଦି ୟୁନିଫିକେସନରେ ମିଳିତ ଅବଦାନ ଯୋଗୁ ଡି.ଆଇ.ଆର୍.ଏ.ସି ମେଡାଲ ( Dirac Medal)ଦିଆଯାଇଥିଲା[୧][୨][୩] । ୨୦୧୩ ମସିହାରେ ତାଙ୍କୁ ଭାରତ ସରକାରଙ୍କଦ୍ୱାରା ପଦ୍ମ ଭୁଷଣ ଉପାଧି ଦିଆଯାଇଥିଲା ।
ଆଧାର
ସମ୍ପାଦନା- ↑ "Dirac Medallists 2000 — ICTP Portal". prizes.ictp.it. 2012. Retrieved 24 April 2012.
Jogesh Pati, University of Maryland, and Stanford Linear Accelerator Centre, USA
- ↑ "Michael E. Peskin". slac.stanford.edu. 2009. Retrieved 24 April 2012.
received the Dirac Medal for the year 2000 (with Howard Georgi and Helen Quinn).
- ↑ "Dirac medal goes to particle theorists - physicsworld.com". physicsworld.com. 2012. Retrieved 24 April 2012.
The 2000 Dirac Medal has been awarded to Howard Georgi of Harvard University, Jogesh Pati of the University of Maryland,
ଅଧିକ ତଥ୍ୟ
ସମ୍ପାଦନା- University of Maryland Faculty Page Archived 2010-04-30 at the Wayback Machine.
- Symposium in honor of Jogesh Pati's 65th birthday Archived 2004-12-08 at the Wayback Machine.