ଯନ୍ତ୍ର ବାକ୍ସ ବା ଜ୍ୟାମିତି ବାକ୍ସ, ଜ୍ୟାମିତି ଓ ଅନ୍ୟାନ୍ୟ ଗାଣିତିକ ଉପକରଣକୁ ନେଇ ଗଠିତ ଏକ ବାକ୍ସ, ଯେଉଁଥିରେ ଗୋଟିଏ କମ୍ପାସ, ଗୋଟିଏ ପ୍ରୋଟାକ୍ଟର, ଦୁଇଟି ସେଟ୍‌ସ୍କୋୟାର୍, ଗୋଟିଏ ସ୍କେଲ, ପେନ୍‌ସିଲ, ରବର, କଳ (ପେନ୍‌ସିଲ୍ କଟର୍ ) ଥାଏ । ଏହାକୁ ଛାତ୍ରମାନେ ଚିତ୍ର ଅଙ୍କିବାରେ ଆଉ ଗାଣିତିକ ଅଙ୍କନ କ୍ଷେତ୍ରରେ ବ୍ୟବହାର କରିଥାନ୍ତି ।

ଯନ୍ତ୍ର ବାକ୍ସ
ଯନ୍ତ୍ର ବାକ୍ସ ଭିତରେ କମ୍ପାସ, ପ୍ରୋଟାକ୍ଟର, ସ୍କେଲ, ରବର, କଳ, ସେଟ୍‌ସ୍କୋୟାର୍

ବ୍ୟବହାର ସମ୍ପାଦନା

କମ୍ପାସ / ରାଉଣ୍ଡର ସମ୍ପାଦନା

ପ୍ରୋଟାକ୍ଟର ସମ୍ପାଦନା

ସ୍କେଲ ସମ୍ପାଦନା

ପେନ୍‌ସିଲ ସମ୍ପାଦନା

ସେଟ୍‌ସ୍କୋୟାର୍ ସମ୍ପାଦନା

ଆଧାର ସମ୍ପାଦନା