ମ୍ୟାଗି
ମ୍ୟାଗି [ଉଚ୍ଚାରଣ ୧] ହେଉଛି ନୁଡୁଲ ଆଉ ଇନ୍ଷ୍ଟାନ୍ଟ ସୁପ୍ ତିଆରି କରୁଥିବା ଏକ ଆନ୍ତର୍ଜାତୀୟ କମ୍ପାନୀ । ଏହାର ପ୍ରାରମ୍ଭ ସୁଇଜରଲ୍ୟାଣ୍ଡରେ ହୋଇଥିଲା, ପରେ ୧୯୪୭ରେ ନେସ୍ଲେ ଏହାକୁ ଅଧିକାର କରିନେଇଥିଲା ।[୧]

କମ୍ପାନୀ ଇତିହାସସମ୍ପାଦନ କରନ୍ତୁ
୧୮୮୫ ମସିହାରେ ଜୁଲିୟସ ମ୍ୟାଗି ତାଙ୍କ ବାପାଙ୍କ ମିଲ୍ ସମ୍ଭାଳିବା ପରେ ଆରମ୍ଭ ହେଇଥିଲା ଏହି କମ୍ପାନୀ । ମୁଖ୍ୟତଃ ଶ୍ରମିକ ବର୍ଗର ଲୋକଙ୍କୁ ପୋଷକ ଖାଦ୍ୟ ଯୋଗେଇବା ଲକ୍ଷ୍ୟ ନେଇ କାମକରୁଥିବା ଏହି କମ୍ପାନୀ ଯୋଗୁଁ ସେ ବହୁତ ଶୀଘ୍ର ପ୍ରସିଦ୍ଧି ଲାଭ କରିଥିଲେ । ମ୍ୟାଗି ଏକ ପ୍ରୋଟିନ-ସମ୍ପନ୍ନ ଖାଦ୍ୟ ବଜାରକୁ ଆଣିଥିବା ସର୍ବପ୍ରଥମ ଉତ୍ପାଦ ଥିଲା । ପରେ ପରେ ୧୮୮୬ରେ ଏହା ପ୍ରସ୍ତୁତ ହୋଇସାରିଥିବା (ରେଡ଼ି-ମେଡ୍) ସୁପ ବଜାରକୁ ଆଣିଥିଲା ।
ଉତ୍ପାଦସମ୍ପାଦନ କରନ୍ତୁ
କ୍ୟୁବ୍ସମ୍ପାଦନ କରନ୍ତୁ
ସିଜନିଙ୍ଗ୍ ସସ୍ସମ୍ପାଦନ କରନ୍ତୁ
ନୁଡୁଲସମ୍ପାଦନ କରନ୍ତୁ
ମ୍ୟାଗି ଇନଷ୍ଟାନ୍ଟ ନୁଡୁଲ ଭାରତ ଏବଂ ମାଲେସିଆ ବହୁତ ଲୋକପ୍ରିୟ । ମ୍ୟାଗିର ମାଲେସିଆରେ ୩୯% ମାର୍କେଟ ସେଆର ଅଛି ଏବଂ ସେଠାରେ ସମସ୍ତ ପ୍ରକାରର ନୁଡୁଲ ପାଇଁ ମ୍ୟାଗି ଶବ୍ଦ ବ୍ୟବହାର କରାଯାଏ ।[୨] ଭାରତରେ FSSAIର ନିଷେଧଜ୍ଞା ଲାଗିବା ପୂର୍ବରୁ ବଜାରରେ ମ୍ୟାଗିର ୯୦% ଅଂଶଧନ ଥିଲା । ନିଷେଧଜ୍ଞା ପରେ ଭାରତରେ ଏହାର ମାର୍କେଟ ସେଆର ୫୩%କୁ ଖସିଆସିଛି ।[୩] ମାଲେସିଆରେ ମ୍ୟାଗି ନୁଡୁଲ୍ର ଭଜାକୁ ମ୍ୟାଗି ଗୋରେଞ୍ଜ୍ କୁହାଯାଏ ।
ସୁପ୍ସମ୍ପାଦନ କରନ୍ତୁ
ଭାରତରେ ମ୍ୟାଗି ବିବାଦସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ ଇଟାଲୀୟ ଉଚ୍ଚାରଣ: [ˈmaːddʒi]; ସ୍ୱିଶ୍ ଉଚ୍ଚାରଣ: [ˈmadʒi].
- ↑ "Maggi". www.nestle.com. Retrieved 2016-02-03.
- ↑ "Noodles in Malaysia". Euromonitor.com. Retrieved 2016-01-16.
- ↑ "Noodles in India". Euromonitor.com. Retrieved 2016-01-17.