ମୌଣ୍ଡାଦାନ ଚେଟ୍ଟି ଭାଷା

ଭାରତର ଭାଷା

ମୌଣ୍ଡାଦାନ ଚେଟ୍ଟି ଭାଷା ବା ଚେଟ୍ଟି ଏକ ଭାରତୀୟ ଭାଷା । ଏହା ତାମିଲନାଡ଼ୁନୀଳଗିରି ଜିଲ୍ଲାରେ ଏବଂ ଭାରତକେରଳୱାୟନାଡ଼ ଜିଲ୍ଲାରେ ଥିବା ମୌଣ୍ଡଦାନ ଚେଟ୍ଟି ସମ୍ପ୍ରଦାୟ ଦ୍ୱାରା କଥିତ ଭାରତର ଏକ କନ୍ନଡ଼ ଦକ୍ଷିଣ ଦ୍ରାବିଡ଼ ଭାଷା ଅଟେ ।[] ଏହାର ସର୍ବୋଚ୍ଚ ଶବ୍ଦୀୟ ସମାନତା ବଡ଼ଗା ସହିତ ରହିଛି, ଯାହାକୁ ଗୋଟିଏ ହିସାବରେ ୫୭% କୁହାଯାଏ ଏବଂ କନ୍ନଡ, ମାଲାୟାଲମ, ତାମିଲ ଓ ୱାୟନାଡ଼ାନ ଚେଟ୍ଟି ସହିତ ଏହାର ସାମଞ୍ଜସ୍ୟ (୪୭%-୪୧%) କିଛି ମାତ୍ରାରେ କମ୍ । ସେମାନଙ୍କୁ ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ ଲୋକେ ତାମିଲନାଡ଼ୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ମୌଣ୍ଡାଦାନ ଚେଟ୍ଟି ଭାଷା
Native toଭାରତ
ଅଞ୍ଚଳନୀଳଗିରି ଜିଲ୍ଲା, ତାମିଲନାଡ଼ୁ
ମାତୃଭାଷୀ
e25
ଦ୍ରାବିଡ଼
  • ଦକ୍ଷିଣୀ
    • ଦକ୍ଷିଣୀ I
      • ତାମିଲ-କନ୍ନଡ଼ା ବୋଲି
        • କନ୍ନଡ଼ା ବୋଲି
          • କନ୍ନାଡୋଏଡ୍
            • ମୌଣ୍ଡାଦାନ ଚେଟ୍ଟି ଭାଷା
ତାମିଲ ଲିପି (ଅଧିକାଂଶ) ଓ ମାଲାୟାଲମ ଲିପି
ଭାଷା କୋଡ୍
ISO ୬୩୯-୩cty
ଗ୍ଲୋଟୋଲୋଗmaun1243  ମୌଣ୍ଡାଦାନ ଚେଟ୍ଟି
  1. Singh, Kumar Suresh (1993). People of India: Languages and scripts (in ଇଂରାଜୀ). Anthropological Survey of India. ISBN 978-0-19-563352-8.

ବାହାର ଆଧାର

ସମ୍ପାଦନା