ମୋ ଦିଲ୍ ତୋ ଦିୱାନା
୨୦୧୩ର ଓଡ଼ିଆ କଥାଚିତ୍ର
ମୋ ଦିଲ୍ ତୋ ଦିୱାନା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅରୂପ ନନ୍ଦ । ଅଳକା ନନ୍ଦ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ମିନା ନନ୍ଦ ଏହି କଥାଚିତ୍ରଟିରେ ସ୍ୱର ସଂଯୋଜନା କରିଥିଲେ ।
ମୋ ଦିଲ୍ ତୋ ଦିୱାନା | |
---|---|
ନିର୍ଦ୍ଦେଶକ | ଅଳକା ନନ୍ଦ |
ପ୍ରଯୋଜକ | ଅରୂପ ନନ୍ଦ |
ସଂଳାପ | ଅଳକା ନନ୍ଦ |
ଚିତ୍ରନାଟ୍ୟ | ଅଳକା ନନ୍ଦ |
କାହାଣୀ | ଅଳକା ନନ୍ଦ |
କଳାକାର | ଶୁଭେନ୍ଦୁ, କାଜଲ, ଅଶ୍ରୁମୋଚନ ମହାନ୍ତି, ରାଜ୍, ବଂଶୁରୀ |
ସଙ୍ଗୀତ | ମିନା ନନ୍ଦ |
ମୁକ୍ତିଲାଭ ତାରିଖ | ୧ ଜାନୁଆରୀ ୨୦୧୩[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହିକଥାଚିତ୍ରଟିରେ ଅଭିନୟ କରିଥିବା କଳାକାରମାନେ ହେଲେ ଶୁଭେନ୍ଦୁ, କାଜଲ, ରାଜ୍, ଅଶ୍ରୁମୋଚନ ମହାନ୍ତି, ବଂଶୁରୀ ।[୨]
ଅଭିନୟ
ସମ୍ପାଦନା- ଶୁଭେନ୍ଦୁ
- କାଜଲ
- ଅଶ୍ରୁମୋଚନ ମହାନ୍ତି
- ରାଜ୍
- ବଂଶୁରୀ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମିନା ନନ୍ଦ ।[୧][୩]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ମୋ ଦିଲ୍ ତୋ ଦିୱାନା" | |
2. | "ତୋ ଗଳିରେ" | |
3. | "ତୋତେ କହିବି ନାହିଁ" | |
4. | "ପ୍ରେମ କଥା" |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Mo Dil To Diwana Videos". Incredible Orissa. 2 January 2013. Retrieved 6 October 2017.
- ↑ "Mo Dil To Diwana". Odiahits.com. Archived from the original on 6 October 2017. Retrieved 6 October 2017.
- ↑ "New Year bodes well for Ollywood". Times Of India. 3 January 2013. Retrieved 6 October 2017.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମୋ ଦିଲ୍ ତୋ ଦିୱାନା