ମୋହିତ ଶର୍ମା

ଭାରତୀୟ କ୍ରିକେଟ ଖେଳାଳି

ମୋହିତ ମହିପାଳ ଶର୍ମା  (ଜନ୍ମ 18 ସେପ୍ଟେମ୍ବର 1988 ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ହରିୟାଣା ତରଫରୁ ଘରେଇ କ୍ରିକେତେରେ ଦ୍ରୁତ ବୋଲର ହିସାବରେ ଖେଳନ୍ତି । 

ବ୍ୟକ୍ତିଗତ ତଥ୍ୟ
ନାମMohit Mahipal Sharma
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight arm fast-medium
ଭୂମିକାBowler
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଦିନିକିଆ (cap 199)1 August 2013 v Zimbabwe
ଶେଷ ଦିନିକିଆ18 June 2015 v Bangladesh
ଦିନିକିଆ ଜାମା ନମ୍ବର6
ପ୍ରଥମ ଟି୨୦ (cap 47)30 March 2014 v Australia
ଶେଷ ଟି୨୦7 September 2014 v England
ଟି୨୦ ଜାମା ନମ୍ବର18
ଘରୋଇ ଦଳ ତଥ୍ୟ
YearsTeam
2011–presentHaryana
2013–2015Chennai Super Kings
2016Kings XI Punjab
Career statistics
ପ୍ରତିଯୋଗିତା ODI T20I FC LA
ମ୍ୟାଚ ସଂଖ୍ୟା 21 4 24 40
ମୋଟ ରନ 31 0 354 128
ବ୍ୟାଟିଂ ହାର 7.75 0 12.64 12.80
ଶତକ/ଅର୍ଦ୍ଧଶତକ 0/0 0/0 0/0 0/0
ସର୍ବାଧିକ ରନ 11 0 49 24
ବଲ ସଂଖ୍ୟା 893 66 4,135 1823
ଉଇକେଟ 24 3 85 44
ବୋଲିଂ ହାର 32.16 34 22.82 33.00
ଇନିଙ୍ଗସରେ ୫ଟି ଉଇକେଟ 0 0 4 -
ମ୍ୟାଚରେ ୧୦ଟି ଉଇକେଟ 0 n/a 0 n/a
ସବୁଠୁ ଭଲ ବୋଲିଂ 4/22 1/11 5/45 4/22
କ୍ୟାଚ/ଷ୍ଟମ୍ପିଙ୍ଗ 5/– 3/– 4/– 12/-
Source: Cricinfo, 21 June 2015

ମୋହିତ ଶର୍ମା ଆଇପିଏଲରେ 2013 ମସିହାରେ ଚେନ୍ନଇ ଦଳ ତରଫରୁ ଖେଳୁଥିଲେ । 

ଅନ୍ତର୍ଜାତିକ ପ୍ରଦର୍ଶନ  ସମ୍ପାଦନା

ସେ ଜିମ୍ବାବ୍ୱେ ବିପକ୍ଷରେ ଚତୁର୍ଥ ଏକଦିବାସୀୟ ଖେଳି ସେଥିରେ 10 ଓଭରରେ 26 ରନ ଦେଇ 2 ୱିକେଟ ନେବାଦ୍ୱାରା man of the match ପୁରସ୍କାର ପାଇଥିଲେ । .[୧][୨] 2014 T20 ବିଉଶ୍ୱକପ ଭାରତୀୟ ଦଳରେ ସେ ସ୍ଥାନ ପାଇଥିଲେ । 

ଅନ୍ତର୍ଜାତିକ ପୁରସ୍କାର  ସମ୍ପାଦନା

One-Day International Cricket ସମ୍ପାଦନା

Man of the Match awards ସମ୍ପାଦନା

S No Opponent Venue Date Match Performance Result
1 Zimbabwe Queens Sports Club, Bulawayo 1 August 2013 10-3-26-2 ; DNB   India won by 9 wickets.[୩]

ଆଧାର  ସମ୍ପାଦନା

  1. Derek Abraham (2 August 2013). "Mohit Sharma becomes second Indian after Sandeep Patil to be adjudged man of the match on ODI debut". Retrieved 2 August 2013.
  2. Dwaipayan Datta (1 August 2013). "Mohit Sharma makes his mark for India straight up". The Times of India. Retrieved 2 August 2013.
  3. "India in Zimbabwe ODI Series, 2013 - 4th ODI".