ମୋରେନା

ମଧ୍ୟପ୍ରଦେଶ ର ଏକ ଜିଲ୍ଲା

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Morena
Muraina
town
Country India
StateMadhya Pradesh
DistrictMorena
Morena municipal corporation.6 Aug 2014.
Government
 • MLARustam Singh
Area
 • ସମୁଦାୟ80. km2 (31 sq mi)
Elevation
177 m (581 ft)
Population
 (2011)[୧]
 • Total୨,୦୦,୪୮୨
 • Rank154
 • Density2,500/km2 (6,500/sq mi)
Languages
 • OfficialHindi
Time zoneUTC+5:30 (IST)
PIN
476001
Telephone code07532
ଯାନବାହାନ ପଞ୍ଚୀକରଣMP 06
Websitewww.morena.nic.in


ମୋରେନା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ମୋରେନ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ମୋରେନା ୨୬.୫୦୨୯ ଉତ୍ତର ଅକ୍ଷାଂଶ ଓ ୭୮.୦୦୧୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୋରେନା ସହରର ମୋଟ ଜନସଂଖ୍ୟା ୩୬୪୪୩ ଅଟେ ।[୩] ସେଥି ମଧ୍ୟରୁ ୫୩.୯୭% ଜଣ ପରୁଷ ହୋଇଥିବା ବେଳେ ୪୬.୦୩% ଜଣ ନାରୀ ଅଟନ୍ତି । ମୋରେନାର ସାକ୍ଷରତା ହାର ୬୫.୭୬% ଅଟେ । ଏହା ଜାତୀୟ ହାରଠାରୁ -୦.୯୨% ପ୍ରତିଶତ କମ ଅଟେ । ସେଥିରୁ ୪୦.୧୪% ପ୍ରତିଶତ ପୁରୁଷ ଓ ୨୫.୬୨% ନାରୀ ଅଟନ୍ତି । ୧୫.୮୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ହିନ୍ଦୀ ମୋରେନାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା