ମେଲଫାଲାନ ଫ୍ଲୁଫେନାମାଇଡ

ଏହା ମାୟେଲୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ମେଲଫାଲାନ ଫ୍ଲୁଫେନାମାଇଡ (ଇଂରାଜୀ ଭାଷାରେ Melphalan flufenamide), ପେପାକ୍ସଟୋ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମାୟେଲୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଡେକ୍ସାମେଥାଜୋନ ଭଳି ଅନ୍ୟାନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[] [] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

<span title="International nonproprietary name (INN): <nowiki>Mr. Ibrahem/Melphalan flufenamide</nowiki>">Mr. Ibrahem/Melphalan flufenamide
Clinical data
Trade names Pepaxto
Other names Melflufen, 4-[Bis-(2-chloroethyl)amino]-L-phenylalanine-4-fluoro-L-phenylalanine ethyl ester, J1[][]
License data
Drug class Alkylating agent[]
Legal status
Legal status
  • <abbr class="country-name" title="<nowiki>United States</nowiki>">US: ℞-only[]
Pharmacokinetic data
Metabolism Aminopeptidase hydrolysis, Spontaneous hydrolyisis on N-mustard
Elimination half-life</nowiki> 10 min in vitro
Identifiers
IUPAC name
  • Ethyl (2S)-2-[[(2S)-2-amino-3-[4-[bis(2-chloroethyl)amino]phenyl]propanoyl]amino]-3-(4-fluorophenyl)propanoate
Chemical and physical data
Formula C24H30Cl2FN3O3
Molar mass 498.42 g·mol−1
3D model (JSmol)
SMILES
  • CCOC(=O)[C@H](CC1=CC=C(C=C1)F)NC(=O)[C@H](CC2=CC=C(C=C2)N(CCCl)CCCl)N
InChI
  • InChI=1S/C24H30Cl2FN3O3/c1-2-33-24(32)22(16-18-3-7-19(27)8-4-18)29-23(31)21(28)15-17-5-9-20(10-6-17)30(13-11-25)14-12-26/h3-10,21-22H,2,11-16,28H2,1H3,(H,29,31)/t21-,22-/m0/s1
  • Key:YQZNKYXGZSVEHI-VXKWHMMOSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ ପ୍ଲାଟେଲେଟ୍, ସ୍ୱଳ୍ପନିଉଟ୍ରୋଫିଲ୍, ସ୍ୱଳ୍ପ ଲୋହିତ ରକ୍ତ କଣିକା, ଅଇ, ତରଳ ଝାଡ଼ା ଏବଂ ଜ୍ୱର ଅନ୍ଥୋଇପାରେ ।[] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଆଲକାଇଲେଟିଂ ଏଜେଣ୍ଟ ଯାହା ଡିଏନଏର ସାଧାରଣ ମରାମତିରେ ବାଧା ସୃଷ୍ଟି କରେ ।[]

ମେଲଫାଲାନ ଫ୍ଲୁଫେନାମାଇଡ ଫେବୃଆରୀ ୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୨ ମସିହାରେ ୟୁରୋପରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା ।[] [] [] ଖରାପ ଫଳାଫଳର ଚିନ୍ତା ହେତୁ ନିର୍ମାତା ୨୦୨୧ ଅକ୍ଟୋବରରେ ଔଷଧ ପ୍ରତ୍ୟାହାର କଲେ; ତଥାପି ଏହି ନିଷ୍ପତ୍ତିକୁ ଓଲଟାଇବାକୁ ଚିନ୍ତା କରୁଛନ୍ତି ।[] ୨୦୧୧ ସୁଦ୍ଧା ବ୍ରିଟେନରେ ଏହା ଅନୁମୋଦିତ ନୁହେଁ ।[]

  1. Berglund Å, Ullén A, Lisyanskaya A, Orlov S, Hagberg H, Tholander B, et al. (December 2015). "First-in-human, phase I/IIa clinical study of the peptidase potentiated alkylator melflufen administered every three weeks to patients with advanced solid tumor malignancies". Investigational New Drugs. 33 (6): 1232–41. doi:10.1007/s10637-015-0299-2. PMID 26553306. S2CID 8207569.
  2. Strese S, Wickström M, Fuchs PF, Fryknäs M, Gerwins P, Dale T, et al. (October 2013).
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Pepaxti". EMA. Archived from the original on 1 October 2022. Retrieved 31 October 2022.
  4. ୪.୦ ୪.୧ ୪.୨ ୪.୩ "Pepaxto- melphalan flufenamide injection, powder, lyophilized, for solution". DailyMed. Archived from the original on 13 September 2021. Retrieved 12 September 2021.
  5. ୫.୦ ୫.୧ "Melphalan flufenamide". SPS - Specialist Pharmacy Service. 11 November 2018. Archived from the original on 20 April 2022. Retrieved 31 October 2022.
  6. RPh, Diana Ernst (24 January 2022). "Oncopeptides Reconsiders Pepaxto Withdrawal Following Data Review". MPR. Archived from the original on 20 May 2022. Retrieved 31 October 2022.