ମେନପାଟ
ମେନପାଟ (मैनपाट) ଭାରତୀୟ ରାଜ୍ୟ ଛତିଶଗଡର ସରଗୁଜା ଜିଲ୍ଲାର ଉତ୍ତରାଞ୍ଚଳରେ ଏକ ଗ୍ରାମ । ଏହା ଅମ୍ବିକାପୁରଠାରୁ ୪୫ କିୟମିଟର ଦୂର । ଏହା ଏକ ଶୈଳନିବାସ ହେବା ସହ ଏଠାରେ "ଟାଇଗର ପୋଏଣ୍ଟ "ନାମକ ଏକ ଜଳପ୍ରପାତ ମଧ୍ୟ ରହିଛି ।
ମେନପାଟ
मैनपाट | |
---|---|
ଗ୍ରାମ ଓ ଶୈଳ ନିବାସ | |
Country | India |
State | Chhattisgarh |
Languages | |
• Official | Hindi, Chhattisgarhi |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | CG |
Overview
ସମ୍ପାଦନାMainpat is known as the "Shimla/Swiss of Chhattisgarh" and is a popular tourist attraction. It is also home to a number of Tibetan religious exiles who worship at a temple dedicated to Buddha and manufacture designer mats as well as woolen cloth.
ମେନପାଟ ଗ୍ରାମକୁ " ଛତିଗଡର ଶିମଳା " ବୋଲି ମଧ୍ୟ କୁହାଯାଇଥାଏ । ଏଠାରେ କିଛି ତିବତର ଅଧିବାସୀ ସ୍ଥାୟୀ ଭାବରେ ବସବାସ କରି ଆସୁଛନ୍ତି । ସେମାନେ ଏକ ବୁଦ୍ଧ ମନ୍ଦିରରେ ଆରାଧନା କରନ୍ତି ।
ମେନପାଟରେ ଊଲରୁ ସୁନ୍ଦର ଡିଜାଇନର ମାଟ ତିଆରି ହୁଏ ଓ ତାହା ଦେଶର ଅନନ୍ୟ ସ୍ଥାନକୁ ବିକ୍ରି ପାଇଁ ଯାଏ ବର୍ତ୍ତମାନ ଗ୍ରାମରେ ସଡକ ଓ ଅନନ୍ୟ ସୁବିଧା ସମୂହର ଉନ୍ନତିକାରଣ ହୋଇଛି । ପର୍ଯ୍ୟଟକଙ୍କ ପାଇଁ ଆକର୍ଷକ ଏହି ସ୍ଥାନର ଆହୁରି ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷୀରୁ ଯୋଜନା ମନ ରହିଛି । ବିଶେ ଭାବରେ ଗମନା ଗମନ ସୁବିଧା ହେଲେ ଏହା ଏକ ସୁନ୍ଦର ପର୍ଯ୍ୟଟକ ସ୍ଥଳ ହେଇ ପାରିବ ।
ଇତିହାସ
ସମ୍ପାଦନାଗ୍ରାମରେ ସାଧାରଣତଃ ଯାଦବ ଓ ମାଝି ଜାତିର ଆଦିବାସୀ ସଂପ୍ରଦାୟ ବାସ କରନ୍ତି .
ଆଧାର
ସମ୍ପାଦନାବାହାର ଲିଙ୍କ
ସମ୍ପାଦନାମେନପାଟ travel guide from Wikivoyage
This article related to a location in the Indian state of Chhattisgarh is a stub. You can help Wikipedia by expanding it. |