ମେଟ୍ରେଲେପ୍ଟିନ
ଏହା ଏକ ଔଷଧ ଯାହା ଲାଇପୋଡିଷ୍ଟ୍ରଫି ରୋଗର ଚିକିତ୍ସା ପାଇଁ ଦିଆଯାଏ ।
ମେଟ୍ରେଲେପ୍ଟିନ (ଇଂରାଜୀ ଭାଷାରେ Metreleptin), ଅନ୍ୟମାନଙ୍କ ମଧ୍ୟରେ ମିଆଲେପ୍ଟ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଲାଇପୋଡିଷ୍ଟ୍ରଫି ରୋଗର ଚିକିତ୍ସା ପାଇଁ ଦିଆଯାଏ ।[୫] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୫] ଏହା ଖାଦ୍ୟ ସହିତ ଏକତ୍ର ବ୍ୟବହୃତ ହୁଏ ।[୨]
Clinical data | |
---|---|
Trade names | Myalept, Myalepta, others |
Synonyms | N-Methionylleptin; r-metHuLeptin |
AHFS/Drugs.com | monograph |
data |
|
Pregnancy category | |
Routes of administration | Subcutaneous injection |
Legal status | |
Legal status | |
Chemical and physical data | |
Formula | C714H1167N19O221S6 |
Molar mass | ୧୩,୭୪୬.୪୬ g·mol−1 |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ ଶର୍କରା ଏବଂ ଓଜନ ହ୍ରାସ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା, ଥକାପଣ ଏବଂ ଜ୍ୱର ହୋଇପାରେ ।[୫] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକସିସ ଏବଂ ଲିମ୍ଫୋମା ହୋଇପାରେ ।[୫] ଏହା ଲେପ୍ଟିନର ଏକ ପୁନର୍ବିନ୍ୟାସ ରୂପ | [୫]
୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ମେଟ୍ରେଲେପ୍ଟିନ ଅନୁମୋଦିତ ହୋଇଥିଲା ।[୫] [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ମାସରେ ୧୧.୩ ମିଗ୍ରା ପାଇଁ ଏହାର ମୂଲ୍ୟ ପ୍ରାୟ ୧୬୬,୦୦୦ ଡଲାର ।[୬] ଯୁକ୍ତରାଜ୍ୟରେ ଏହି ରାଶିରମୂଲ୍ୟ ପ୍ରାୟ ୭୦,୦୦୦ ପାଉଣ୍ଡ । [୭]
ଆଧାର
ସମ୍ପାଦନା- ↑ "Metreleptin (Myalept) Use During Pregnancy". Drugs.com. 4 May 2020. Archived from the original on 29 November 2020. Retrieved 28 May 2020.
- ↑ ୨.୦ ୨.୧ ୨.୨ ୨.୩ "Myalepta EPAR". European Medicines Agency (EMA). 17 September 2018. Archived from the original on 10 April 2021. Retrieved 6 October 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
- ↑ "Myalepta 3 mg powder for solution for injection - Summary of Product Characteristics (SmPC)". (emc). Archived from the original on 31 October 2021. Retrieved 6 October 2020.
- ↑ "Myalept- metreleptin injection, powder, lyophilized, for solution". DailyMed. 26 May 2020. Archived from the original on 28 October 2020. Retrieved 6 October 2020.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ "Metreleptin Monograph for Professionals". Drugs.com (in ଇଂରାଜୀ). Retrieved 18 November 2021.
- ↑ "Myalept Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 April 2021. Retrieved 18 November 2021.
- ↑ "Metreleptin". SPS - Specialist Pharmacy Service. 3 February 2016. Archived from the original on 4 July 2017. Retrieved 18 November 2021.