ମେଟୋଲାଜୋନ
Clinical data | |
---|---|
Trade names | Zaroxolyn, Zytanix, Metoz, others |
AHFS/Drugs.com | monograph |
MedlinePlus | a682345 |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | ~65% |
Metabolism | Kidney (minimal) |
Elimination half-life | 14 hours |
Excretion | Primarily urine |
Identifiers | |
| |
ECHA InfoCard | 100.037.748 |
Chemical and physical data | |
Formula | C16H16ClN3O3S |
Molar mass | ୩୬୫.୮୩ g·mol−1 |
3D model (JSmol) | |
Melting point | 260 °C (500 °F) |
| |
| |
(verify) |
ମେଟୋଲାଜୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଜାରକ୍ସୋଲିନ୍, ହେଉଛି ଏକ ଔଷଧ ଯାହା ଇଡିମା ଏବଂ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ହୃଦ୍ପାତ କିମ୍ବା ବୃକ୍କ ରୋଗରେ ଶରୀରର ଅଧକ ତରଳ ପଦାର୍ଥ ନିଷ୍କାସନ ପାଇଁ ବ୍ୟବହୃତ ହୋଇପାରେ ।[୨] ଏହା ପାଟିରେ ଦିଆଯାଏ ।[୧] ଏକ ଘଣ୍ଟା ମଧ୍ୟରେ ପରିସ୍ରା ବୃଦ୍ଧି ହୋଇପାରେ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ପୋଟାସିୟମ୍, କମ୍ ରକ୍ତ ସୋଡିୟମ୍, ଗାଉଟ, ଉଚ୍ଚ ରକ୍ତ ଶର୍କରା ଏବଂ ପେଟ ଫୁଲିବା ଅନ୍ତର୍ଭୁକ୍ତ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ କ୍ୟାଲସିୟମ୍ ସ୍ତର, ବୃକ୍କ ସମସ୍ୟା, ଆଲର୍ଜି ପ୍ରତିକ୍ରିୟା ଏବଂ ଛିଡା ହେବା ସହିତ ନିମ୍ନ ରକ୍ତଚାପ ହୋଇପାରେ ।[୨] ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇପାରେ ।[୨] ଏହା ଥିଆଜାଇଡ୍-ସମ ପ୍ରକାରର ଏକ ଡାଇୟୁରେଟିକ୍ ।[୨] ଏହା ପରିସ୍ରାରେ ସୋଡିୟମ୍ ଏବଂ ଜଳ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[୨]
୧୯୬୬ ମସିହାରେ ମେଟୋଲାଜୋନ ପେଟେଣ୍ଟ ହୋଇଥିଲା ଏବଂ ୧୯୭୪ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ୫ ମିଗ୍ରାର ୧୦୦ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୮୦ଡଲାର୍ ଥିଲା ।[୪] କାନାଡାରେ ଏହି ରାଶି ନିମନ୍ତେ ପ୍ରାୟ ୪୦ କାନାଡ଼ା ଡଲାର ଖର୍ଚ୍ଚ ହୋଇଥାଏ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ BNF 81: March-September 2021. BMJ Group and the Pharmaceutical Press. 2021. p. 247. ISBN 978-0857114105.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Metolazone Monograph for Professionals". Drugs.com. Archived from the original on 4 March 2016. Retrieved 18 November 2021.
- ↑ Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 457. ISBN 9783527607495. Archived from the original on 2021-08-28. Retrieved 2020-09-20.
- ↑ "Metolazone Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 12 August 2020. Retrieved 18 November 2021.
- ↑ "Formulary Sixtieth Edition" (PDF). 2011. Archived (PDF) from the original on 5 July 2017. Retrieved 18 November 2021.