ମେଘା ଚକ୍ରବର୍ତ୍ତୀ

ଭାରତିୟ ଅଭିନେତ୍ରୀ

ମେଘା ଚକ୍ରବର୍ତ୍ତୀ ବଙ୍ଗଳା କଥାଚିତ୍ର ଜଗତ ଓ ଦୂରଦର୍ଶନ ଧାରାବାହିକରେ ସକ୍ରିୟ ଥିବା ଜଣେ ଭାରତୀୟ ଅଭିନେତ୍ରୀ ।[] ସେ ବିଭିନ୍ନ ଧରାବାହିକରେ କାମ କରିଛନ୍ତି; ତନ୍ମଧ୍ୟରୁ ଇମ୍‌ଲି ଧାରାବାହିକରେ ଇମ୍‌ଲି ରାଥୋଡ଼ ଭୂମିକା ପାଇଁ ସେ ଜଣାଶୁଣା ।

ମେଘା ଚକ୍ରବର୍ତ୍ତୀ
ଜନ୍ମ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୪–ଏବେଯାଏଁ
ପ୍ରସିଦ୍ଧି
  • କ୍ରିଷ୍ଣା ଚାଲି ଲଣ୍ଡନ
  • କାତେଲାଲ ଆଣ୍ଡ୍ ସନ୍ସ
  • ଇମ୍‌ଲି

ଅଭିନୟ ଜୀବନ

ସମ୍ପାଦନା

ସେ ବଙ୍ଗଳା ଦୂରଦର୍ଶନ ଧାରାବାହିକ ଜୋତୋ ହସି ତାତୋ ରାନ୍ନା ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[] ସେ ହିନ୍ଦୀ ଧରାବାହିକ ବଡ଼ି ଦେବରାଣୀରେ କାମ କରିଥିଲେ ।[] ଏହାପରେ, ସେ ଖ୍ୱାବୋଁ କି ଜମିନ୍ ପାର୍[]ପେଶ୍ୱା ବାଜିରାଓ[] ଭଳି ଧାରାବାହିକରେ କାମ କରିଥିଲେ ଏବଂ କ୍ରିଷ୍ଣା ଚଲି ଲଣ୍ଡନ ଜରିଆରେ ଲୋକପ୍ରିୟତା ପାଇଥିଲେ ।[] ସେ କଥାଚିତ୍ର ଡେଜର୍ଟି ଟିଅର୍ସରେ ଗୁଲାଲ୍ ଭୂମିକା ମଧ୍ୟ କାମ କରିଥିଲେ ।[][]

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ମେ ପଶ୍ଚିମବଙ୍ଗର କଲିକତାରେ ଜନ୍ମଗ୍ରହଣ କରିଥିଲେ ଏବଂ ୨୦୧୪ ମସିହାରେ ମୁମ୍ବାଇ ଯାଇଥିଲେ ।[]

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୪ ଆକ୍ସନ୍ ରିନି
୨୦୧୮ କନ୍‌ଫେସନ୍ ମହିମା କ୍ଷୁଦ୍ର ଚଳଚ୍ଚିତ୍ର
୨୦୨୧ ଡେଜର୍ଟି ଟିର୍ସ
୨୦୨୩ ଦି ରେଲ୍‌ୱେ ମେନ୍

ଅଭିନୀତ ଧାରାବାହିକ

ସମ୍ପାଦନା
ବର୍ଷ ଧାରାବାହିକ ଭୂମିକା ଆଧାର
୨୦୧୩ ଜୋତୋ ହସି ତୋତୋ ରାନ୍ନା
୨୦୧୫ ବଡ଼ି ଦେବରାଣୀ ରୀତି ପୋଦ୍ଦାର [୧୦]
୨୦୧୬–୨୦୧୭ ଖ୍ୱାବୋଁ କି ଜମିନ୍ ପାର୍ ନିୟତି ବାଜପେୟୀ [୧୧][୧୨]
୨୦୧୭ ପେଶ୍ୱା ବାଜିରାଓ ମସ୍ତାନୀ [୧୩]
୨୦୧୮–୨୦୧୯ କ୍ରିଷ୍ଣା ଚଲି ଲଣ୍ଡନ ଡ. କ୍ରିଷ୍ଣା ଦୁବେ ଶୁକ୍ଳା/ଡ. କ୍ରିଷ୍ଣା ଦୁବେ ସାହାୟେ [୧୪][୧୫]
୨୦୨୦–୨୦୨୧ କାଟେଲା ଆଣ୍ଡ୍ ସନ୍ସ ଗରିମା ରାଜୱନ୍ତ/ଗୁନ୍ନୁ [୧୪][୧୫]
୨୦୨୨–୨୦୨୩ ଇମ୍‌ଲି ଇମ୍‌ଲି ଅଥର୍ବ ରାଣା [୧୪][୧୫]
୨୦୨୨ ସ୍ୱରାଜ – ଭାରତ କେ ସ୍ୱତନ୍ତ୍ରତା ସଂଗ୍ରାମ କି ସମଗ୍ର ଗାଥା ଦେବି ଚୌଧୁରଣୀ
୨୦୨୪–ଏବେଯାଏଁ ମିଶ୍ରି ବାଣୀ

ଅଭିନୀତ ୱେବ୍ ସିରିଜ୍

ସମ୍ପାଦନା
ବର୍ଷ କାର୍ଯ୍ୟକ୍ର ଭୂମିକା ଚ୍ୟାନେଲ୍ ମନ୍ତବ୍ୟ
୨୦୨୧ ଦିଲ୍-ଇ-କାଉଚ୍ ନିମା ୟୁ-ଟ୍ୟୁବ୍ ଶାହିଲ ପଲ୍‌ଙ୍କ ସହିତ ସହ-ପ୍ରଯୋଜକ

ଅଭିନୀତ ମ୍ୟୁଜିକ୍ ଭିଡିଓ

ସମ୍ପାଦନା
ବର୍ଷ ମ୍ୟୁଜିକ୍ ଭିଡିଓ ମ୍ୟୁଜିକ୍ ଲାବେଲ୍ ମନ୍ତବ୍ୟ
୨୦୨୧ ହୋ ତୁମ୍ କାହାଁ ମିସ୍‌ମ୍ୟାନେଜ୍‌ଡ୍ କମ୍ପାନୀ ଶାହିଲ ପଲ୍‌ଙ୍କ ସହିତ ସହ-ପ୍ରଯୋଜକ
୨୦୨୨ ତେରେ ବାଦ୍ ଫିର୍ କିସି ସେ ବାବା ବିଟ୍‌ସ୍
  1. "When actor Megha Chakraborty was given a Rs 100 note signed by Santa Claus". The Indian Express (in Indian English). 17 October 2016. Retrieved 30 August 2019.
  2. Biswas, Jaya (2 June 2018). "I would like to make a career in Bengali films: Megha Chakraborty". The Times of India. Retrieved 29 August 2018.
  3. Baddhan, Raj (6 June 2015). "Overnights: 'Badii Devrani' tops &TV UK ratings". BizAsia | Media, Entertainment, Showbiz, Events and Music (in ବ୍ରିଟିଶ୍‌ ଇଂରାଜୀ). Retrieved 30 August 2019.
  4. Razzaq, Sameena (27 November 2016). "I love partying and going for long drives, says Megha Chakraborty". The Asian Age. Retrieved 30 August 2019.
  5. "Sony TV's Peshwa Bajirao has finally found his Mastani". PINKVILLA (in ଇଂରାଜୀ). 28 June 2017. Archived from the original on 30 August 2019. Retrieved 30 August 2019.
  6. "Megha Chakraborty: Age doesn't matter to me". mid-day (in ଇଂରାଜୀ). 13 June 2018. Retrieved 30 August 2019.
  7. "Desert Tears". The Film Catalogue (in ଇଂରାଜୀ). Retrieved 30 August 2019.
  8. "Desert Tears – Adler & Associates Entertainment, Inc" (in ଆମେରିକୀୟ ଇଂରାଜୀ). Retrieved 30 August 2019.
  9. Service, Tribune News. "Adopt, don't buy… Megha Chakraborty urges fans". The Tribune (in ଇଂରାଜୀ). Archived from the original on 2 March 2023. Retrieved 10 September 2021.
  10. "Megha Chakraborty transforms into a Marwari bahu - Times of India". The Times of India (in ଇଂରାଜୀ). Retrieved 30 August 2019.
  11. "Megha Chakraborty takes a street dog home - Times of India". The Times of India (in ଇଂରାଜୀ). Retrieved 30 August 2019.
  12. Razzaq, Sameena (27 November 2016). "Friendship in dreamland". Deccan Chronicle (in ଇଂରାଜୀ). Archived from the original on 27 November 2016. Retrieved 30 August 2019.
  13. "Megha Chakraborty roped in as Mastani for Peshwa Bajirao - Times of India". The Times of India (in ଇଂରାଜୀ). Retrieved 30 August 2019.
  14. ୧୪.୦ ୧୪.୧ ୧୪.୨ "Megha Chakraborty: I do not use glycerin to emote on screen". mid-day (in ଇଂରାଜୀ). 18 January 2019. Retrieved 30 August 2019.
  15. ୧୫.୦ ୧୫.୧ ୧୫.୨ "Megha Chakraborty: Compared to other soaps, 'Krishna Chali London' wasn't promoted well - Times of India". The Times of India (in ଇଂରାଜୀ). Retrieved 30 August 2019.

ବାହାର ଲିଙ୍କ୍

ସମ୍ପାଦନା