ମୃତ୍ୟୁଞ୍ଜୟ ରଥ
ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ମୃତ୍ୟୁଞ୍ଜୟ ରଥ ( ୧୪ ମଇ ୧୮୮୨ - ୧୯୨୪)[୨] ଜଣେ ସଂସ୍କୃତ ପଣ୍ଡିତ,[୩] ଭାଷାବିତ ଓ ଅନୁବାଦକ ଥିଲେ ।[୪] ମାତ୍ର ୩୭ବର୍ଷର ଜୀବନକାଳ ମଧ୍ୟରେ ସେ ଅନେକ ସଂସ୍କୃତ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରିଥିଲେ ।[୫] ଅନୁବାଦ ଭିନ୍ନ ସେ ମୌଳିକ ସାହିତ୍ୟ ରଚନା ମଧ୍ୟ କରିଥିଲେ ।
ମୃତ୍ୟୁଞ୍ଜୟ ରଥ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୪ ମଇ ୧୮୮୨ ବାଳକାଟି, ଖୋର୍ଦ୍ଧା |
ମୃତ୍ୟୁ | ୧୯୨୪[୧] |
ଭାଷା | ଓଡ଼ିଆ, ଇଂରାଜୀ |
ନାଗରିକତା | ଭାରତୀୟ |
ମୃତ୍ୟୁଞ୍ଜୟ ୧୮୮୨ ମସିହା ମଇ ମାସ ୧୪ ତାରିଖରେ ବାଳକାଟିଠାରେ ଜନ୍ମଗ୍ରହଣ କରିଥିଲେ । ୧୯୨୪ ମସିହାରେ, ୩୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।
ରଚନାବଳୀସମ୍ପାଦନ କରନ୍ତୁ
ସଂସ୍କୃତ ଭାଷାରୁ ଅନୁବାଦସମ୍ପାଦନ କରନ୍ତୁ
- ବିକ୍ରମୋର୍ବଶୀ
- ମୁଦ୍ରାରାକ୍ଷାସ
- ମୃଚ୍ଛକଟିକ
- ବେଣୀ ସଂହାର
- କୁମାର ସଂଭବ
- ମାଳତୀ ମାଧବ
ଉପନ୍ୟାସସମ୍ପାଦନ କରନ୍ତୁ
- ଅଦ୍ଭୁତ ପରିଣାମ[୬]
ଅନ୍ୟାନ୍ୟସମ୍ପାଦନ କରନ୍ତୁ
- ନାରୀ ଦର୍ପଣ
- କର୍ମଯୋଗୀ ଗୌରୀଶଙ୍କର
- ଶାରଳା ଚରିତ
- ସରଳ ଓଡ଼ିଆ ଅଭିଧାନ
- ସୁଖବୋଧ ବ୍ୟାକରଣ[୭]
ଆଧାରସମ୍ପାଦନ କରନ୍ତୁ
- ↑ Orissa Reference: Glimpses of Orissa. TechnoCAD Systems. 2001.
- ↑ Jagannatha Mahanti; Jagannātha Mahānti (1993). Children's Literature of Orissa. Orissa Sahitya Akademi.
- ↑ Janaki Ballabha Mohanty (1988). An Approach to Oriya Literature: An Historical Study. Panchashila.
- ↑ Ganeswar Mishra (1981). Voices Against the Stone: A Brief Survey of Oriya Fiction. Agradut.
- ↑ Unilit. Andhra Viswa Sahiti. 1967.
- ↑ Sisir Kumar Das (2005). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 508–. ISBN 978-81-7201-798-9.
- ↑ "ଆଜି ଜନ୍ମଦିନ". No. ସମ୍ବାଦ ୧୪/୦୫/୨୦୨୦ ଭୁବନେଶ୍ୱର ସଂସ୍କରଣ. Retrieved 14 May 2020.
{{cite news}}
:|archive-url=
is malformed: save command (help)