ମୃତ୍ୟୁଞ୍ଜୟ ପାଳ
ମୃତ୍ୟୁଞ୍ଜୟ ପାଳ (୨୪ ନଭେମ୍ବର ୧୯୨୮ - ୩ ଜୁଲାଇ ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିସା ରାଜନୀତିରେ ଅଖିଳ ଭାରତୀୟ ଗଣ ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ମୃତ୍ୟୁଞ୍ଜୟ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ପାଲଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ମୃତ୍ୟୁଞ୍ଜୟ ପାଳ | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ମହେଶ ଚନ୍ଦ୍ର ସୁବାହୁ ସିଂହ, ବାଇଧର ନାୟକ |
ପର ଅଧିକାରୀ | ପବିତ୍ର ମୋହନ ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ପାଲଲହଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ନଭେମ୍ବର ୨୪, ୧୯୨୮ |
ମୃତ୍ୟୁ | ୩ ଜୁଲାଇ ୨୦୧୧ | (ବୟସ ୮୨)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଅଖିଳ ଭାରତୀୟ ଗଣ ପରିଷଦ |
ଜୀବନ ସାଥୀ | ଯୁଗଳ କିଶୋରୀ ଦେବୀ |
ବାପା/ବୋଉ | ଶରତ ଚନ୍ଦ୍ର ମୁନିପାଳ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାମୃତ୍ୟୁଞ୍ଜୟ ପାଳ ୧୯୨୮ ମସିହାର ନଭମ୍ବର ମାସ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶରତ ଚନ୍ଦ୍ର ମୁନିପାଳ ଓ ପତ୍ନୀଙ୍କ ନାମ ଯୁଗଳ କିଶୋରୀ ଦେବୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।[୧]
ରାଜନୈତିକ ଜୀବନ
ସମ୍ପାଦନାମୃତ୍ୟୁଞ୍ଜୟ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣ ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାମୃତ୍ୟୁଞ୍ଜୟ ୨୦୧୧ ମସିହାର ଜୁଲାଇ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Mrutyunjaya Pal". odishaassembly.nic.in. Odisha Assembly. Retrieved 21 July 2020.