ମୁସ୍କୁଟି ହେଉଛି କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ ଅଧୀନରେ ଥିବା ଏକ ଗ୍ରାମ ।

ଗମନାଗମନ ସମ୍ପାଦନା

ଏହା ଭବାନୀପାଟଣାଠାରୁ ପ୍ରାୟ ୫୫ କିଲୋମିଟର ଏବଂ ନର୍ଲାଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ।

ଅବସ୍ଥିତି ସମ୍ପାଦନା

ଏହାର ଚତୁର୍ଦିଗରେ, ଯଥା; ପୁର୍ବରେ ଗିଗିନା, ପଶ୍ଚିମରେ କେନ୍ଦୁପଡା, ଉତ୍ତରରେ ଟାପରାଙ୍ଗ  ଏବଂ ଦକ୍ଷିଣରେ ରୂପ୍ରା ଗ୍ରାମ ଅବସ୍ଥିତ ।

ଜନସଂଖ୍ୟା ସମ୍ପାଦନା

ଏହାର ଜନସଂଖ୍ୟା ପ୍ରାୟ ୩,୦୦୦ରୁ ଉର୍ଦ୍ଧ୍ୱ ।

ଆଧାର ସମ୍ପାଦନା


https://www.indiatvnews.com/pincode/odisha/kalahandi/muskuti

https://geoiq.io/places/Muskuti/2ubqSgPvxf