ମୁରଲୀଧର କାନୁନ୍ଗୋ
ଓଡ଼ିଆ ରାଜନୀତିଜ୍ଞ
ମୁରଲୀଧର କାନୁନ୍ଗୋ (୨୦ ଅଗଷ୍ଟ ୧୯୧୪ - ୨୧ ନଭେମ୍ବର ୧୯୯୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ମୁରଲୀଧର କାନୁନ୍ଗୋ | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ନିର୍ବାଚନ ମଣ୍ଡଳୀ | ଗୋବିନ୍ଦପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୦ ଅଗଷ୍ଟ ୧୯୧୪ |
ମୃତ୍ୟୁ | ୨୧ ନଭେମ୍ବର ୧୯୯୦ | (ବୟସ ୭୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନ କଂଗ୍ରେସ |
ଜୀବନ ସାଥୀ | ହରମଣି କାନୁନ୍ଗୋ |
ବାପା/ବୋଉ | ବୈରାଗୀ ଚନ୍ଦ୍ର କାନୁନ୍ଗୋ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାମୁରଲୀଧର କାନୁନ୍ଗୋ ୧୯୧୪ ମସିହାର ଅଗଷ୍ଟ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବୈରାଗୀ ଚନ୍ଦ୍ର କାନୁନ୍ଗୋ ଓ ପତ୍ନୀଙ୍କ ନାମ ହରମଣି କାନୁନ୍ଗୋ ।[୧]
ରାଜନୈତିକ ଜୀବନ
ସମ୍ପାଦନାମୁରଲୀଧର କାନୁନ୍ଗୋ ଓଡ଼ିଶା ରାଜନୀତିରେ ଜନ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାମୁରଲୀଧର କାନୁନ୍ଗୋ ୧୯୯୦ ମସିହାର ନଭେମ୍ବର ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Muralidhar Kanungo". odishaassembly.nic.in. Odisha Assembly. Retrieved 18 October 2022.