ମୁନମୁନ ଅହମଦ
ମୁନମୁନ ଅହମଦ (ଜନ୍ମ: ୨୭ ଡିସେମ୍ବର ୧୯୬୬) ଜଣେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ।[୧] ସେ କଥକ ନୃତ୍ୟରେ ନିପୂଣା ।[୨][୩] ଏହା ବ୍ୟତୀତ ସେ ବାଂଲାଦେଶ ବେତାର ପାଇଁ ରେଡିଓ ନାଟକରେ ନିୟମିତ ଅଭିନୟ କରନ୍ତି ।[୪]
ମୁନମୁନ ଅହମ୍ମଦ | |
---|---|
ଜନ୍ମ | ୨୭ ଡିସେମ୍ବର ୧୯୬୬ |
ଜାତୀୟତା | ବାଂଲାଦେଶୀ |
ବୃତ୍ତି(ସମୂହ) | ନୃତ୍ୟଶିଳ୍ପୀ, ଅଭିନେତ୍ରୀ |
ବୈବାହିକ-ସାଥୀ | ସୁଜିତ ମୁସ୍ତଫା |
ଅଭିନୟ ଜୀବନ
ସମ୍ପାଦନାମୁନମୁନ ଅହମ୍ମଦ ୧୯୬୬ ମସିହାର ଡିସେମ୍ବର ୨୭ ତାରିକରେ ଜନ୍ମଗ୍ରହଣ କରିଥିଲେ । ଅଜିମପୁର ଲେଡିଜ୍ କ୍ଲବରେ ତାଙ୍କର ପ୍ରଥମ ନୃତ୍ୟ ପ୍ରଶିକ୍ଷକ ଥିଲେ ଅଜହର ଖାନ୍ । ସେ ୧୯୭୮ ମସିହାରେ ସୟଦ ଅବୁଲ କଲାମଙ୍କଠାରୁ କଥକ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ ।[୪]
୧୯୮୭ ମସିହାରେ ହାଇସ୍କୁଲ ପରୀକ୍ଷା ଶେଷ କରିବା ପରେ ସେ ଭାରତ ଆସିଥିଲେ । ସେଠାରେ ସେ ରାମ ମୋହନ ମହାରାଜ ଏବଂ ରାଜ କୁମାର ଶର୍ମାଙ୍କ ଅଧୀନରେ ଥିବା ରାମ ଭାରତ କଳା କେନ୍ଦ୍ରରେ ଅଧ୍ୟୟନ କରିଥିଲେ ।[୫] ୧୯୮୯ ମସିହାରେ ସେ ଦିଲ୍ଲୀ କଥକ କେନ୍ଦ୍ରର ପଣ୍ଡିତ ବିରଜୁ ମହାରାଜଙ୍କ ଅଧିନରେ ଶିକ୍ଷା ଆରମ୍ଭ କରିଥିଲେ ।[୫]
ତାଙ୍କର ନିଜର ଏକ ନୃତ୍ୟ ବିଦ୍ୟାଳୟ ରହିଛି, ରେୱାଜ୍ ପରଫର୍ମିଂ ସ୍କୁଲ୍ ଚଳାଉଛନ୍ତି ।[୫] ସେ ଢାକାରେ ୨୦୧୦ ଦକ୍ଷିଣ ଏସୀୟ ଗେମ୍ସରେ ଆୟୋଜିତ ହୋଇଥିବା ନୃତ୍ୟ ପ୍ରଦର୍ଶନର କୋରିଓଗ୍ରାଫର୍ ଥିଲେ ।[୬]
ଲୋକପ୍ରିୟ କଥାଚିତ୍ର
ସମ୍ପାଦନାବ୍ୟକ୍ତିଗତ ଜୀବନ
ସମ୍ପାଦନାମୁନମୁନ ଅହମ୍ମଦ ବଙ୍ଗଳାଦେଶୀ ଗାୟକ ସୁଜିତ ମୁସ୍ତାଫାଙ୍କୁ ବିବାହ କରିଛନ୍ତି ।[୯] ଏହି ଦମ୍ପତିଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି, ଆପରାଜିତା ମୁସ୍ତାଫା ।[୧୦]
ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ "Munmun Ahmed: First person singular". The Daily Star. January 25, 2009. Retrieved April 15, 2016.
- ↑ Karim Waheed (April 27, 2008). "Dancers nationwide unite to celebrate the labour of their love". The Daily Star. Retrieved April 15, 2016.
- ↑ M H Haider (February 7, 2015). "MUNMUN AHMED Made in Bangladesh". The Daily Star. Retrieved April 15, 2016.
- ↑ ୪.୦ ୪.୧ "Dancer Munmun explores acting". Dhaka Mirror. October 8, 2010. Retrieved April 15, 2016.
- ↑ ୫.୦ ୫.୧ ୫.୨ "Dancing their Hearts Out". The Daily Star. April 11, 2007. Archived from the original on July 11, 2015. Retrieved April 15, 2016.
- ↑ "Razzle-dazzle of Bangladeshi dance at the SA Game". The Daily Star. January 29, 2010. Retrieved April 15, 2016.
- ↑ "One Year On…". The Daily Star. July 19, 2013. Retrieved April 15, 2016.
- ↑ "Munmun Ahmed". IMDb. Retrieved 2021-11-19.
- ↑ "A family of artistes: Sujit, Munmun and Aporajita". The Daily Star. October 21, 2006. Archived from the original on April 23, 2016. Retrieved April 15, 2016.
- ↑ "In perfect sync". The Daily Star. November 18, 2009. Retrieved April 15, 2016.
- ↑ "THROUGH THE EYES OF MUNMUN AHMED". The Daily Star (in ଇଂରାଜୀ). 2017-10-21. Retrieved 2017-11-29.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମୁନମୁନ ଅହମଦ