ମୁଣ୍ଡାରି ଭାଷା
ମୁଣ୍ଡାରି (Munɖari) ଅଷ୍ଟ୍ରୋଏସିଆଟିକ୍ ଭାଷା ପରିବାରର ଏକ ମୁଣ୍ଡା ଭାଷା ଏବଂ ପୂର୍ବ ଭାରତୀୟ ରାଜ୍ୟ ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ତଥା ବଙ୍ଗଳାଦେଶର ଉତ୍ତର ରଙ୍ଗପୁର ଡିଭିଜନର ମୁଣ୍ଡା ଜନଜାତିଙ୍କ ଦ୍ୱାରା କଥିତ ।[୩] ଏହା ସାନ୍ତାଳୀ ଭାଷା ସହିତ ଅତି ନିକଟତର ।[୪] ମୁଣ୍ଡାରି ଲେଖିବା ପାଇଁ ମୁଣ୍ଡାରି ବାଣୀ ଲିପି ରୋହିଦାସ ସିଂ ନାଗଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିଲା ।[୫][୬] ଏହା ଦେବନାଗରୀ, ଓଡ଼ିଆ, ବଙ୍ଗାଳୀ ଏବଂ ଲାଟିନ୍ ଲେଖା ପ୍ରଣାଳୀରେ ମଧ୍ୟ ଲେଖାଯାଇଛି ।
ମୁଣ୍ଡାରି | |
---|---|
मुंडारी, মুন্ডারি, 𞓧𞓟𞓨𞓜𞓕𞓣𞓚 | |
Native to | ଭାରତ, ବଙ୍ଗଳାଦେଶ, ନେପାଳ |
ଜାତିସତ୍ତା | ମୁଣ୍ଡା ଏବଂ ଭୁମିଜ |
ମାତୃଭାଷୀ | [a][୨] |
Austroasiatic
| |
ବୋଲି |
|
ମୁଣ୍ଡାରି ବାଣୀ ଓଲ ଓନାଲ (ଭୁମିଜ) ଅନ୍ୟ: ଓଡ଼ିଆ ଲିପି, ଦେବନାଗରୀ, ବଙ୍ଗାଳୀ–ଆସାମୀ ଲିପି, ଲାଟିନ ଲିପି | |
ଆଧିକାରିକ ସ୍ଥିତି | |
କେଉଁଠି ରାଜଭାଷା: | ଭାରତ
|
ଭାଷା କୋଡ୍ | |
ISO ୬୩୯-୩ | Either: unr – Mundari unx – Munda |
ଗ୍ଲୋଟୋଲୋଗ | mund1320 |
ELP | Bhumij |
Munadri (along with variety Bhumij) is classified as Vulnerable by the UNESCO Atlas of the World's Languages in Danger |
ଇତିହାସ
ସମ୍ପାଦନାଭାଷାବିତ ପଲ୍ ସିଡୱେଲ (୨୦୧୮)ଙ୍କ ଅନୁଯାୟୀ, ମୁଣ୍ଡା ଭାଷା ବୋଧହୁଏ ପ୍ରାୟ ୪୦୦୦–୩୫୦୦ ବର୍ଷ ପୂର୍ବେ ଇଣ୍ଡୋଚୀନ ଠାରୁ ଓଡ଼ିଶା ଉପକୂଳରେ ପହଞ୍ଚି ଏହା ଇଣ୍ଡୋ-ଆର୍ଯ୍ୟ ସ୍ଥାନାନ୍ତରଣ ପରେ ଓଡ଼ିଶାରେ ବ୍ୟାପି ଯାଇଥିଲା ।[୭]
ଭୌଗଳିକ ବିତରଣ
ସମ୍ପାଦନାମୁଣ୍ଡାରି ଭାଷାକୁ ଝାଡ଼ଖଣ୍ଡର ରାଞ୍ଚି, ଖୁଣ୍ଟୀ, ପଶ୍ଚିମ ସିଂହଭୂମ, ପୂର୍ବ ସିଂହଭୂମ ଜିଲ୍ଲା ଏବଂ ଓଡ଼ିଶାର ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ଜିଲ୍ଲାର ଅତି କମରେ ୧.୧ ମିଲିୟନ ଲୋକ କଥା ହେଉଛନ୍ତି ।[୮] ଆହୁରି ୫୦୦,୦୦୦ ଲୋକ, ମୁଖ୍ୟତଃ ଓଡ଼ିଶା ଏବଂ ଆସାମର ଜନଗଣନାରେ ମୁଣ୍ଡା କହିବା ରେକର୍ଡ଼ କରାଯାଇଛି ଏବଂ ତାହା ମୁଣ୍ଡାରିର ଅନ୍ୟ ନାମ ବୋଲି ଅନୁମାନ କରାଯାଏ ।
ବ୍ୟାକରଣ
ସମ୍ପାଦନାଏହା ଦାବି କରାଯାଇଛି ଯେ ମୁଣ୍ଡାରିରେ କୌଣସି ଶବ୍ଦ ଶ୍ରେଣୀ ନାହିଁ ।
ଆଧାର
ସମ୍ପାଦନା- ↑ ୧.୦ ୧.୧ "C-16: Population by mother tongue, India - 2011". Office of the Registrar General & Census Commissioner, India.
- ↑ "Statement 1: Abstract of speakers' strength of languages and mother tongues – 2011" (PDF). www.censusindia.gov.in. Office of the Registrar General & Census Commissioner, India. Archived from the original on 6 March 2021. Retrieved 2018-07-07.
- ↑ "Mundari alphabet, pronunciation and description".
- ↑ "Mundari Bani".
- ↑ "BMS to intensify agitation on Mundari language". oneindia.com. Retrieved 4 April 2018.
- ↑ "Adivasi. Volume 52. Number 1&2. June&December 2012". Page 22
- ↑ Sidwell, Paul. 2018. "Austroasiatic Studies: state of the art in 2018" Archived 3 May 2019 at the Wayback Machine.. Presentation at the Graduate Institute of Linguistics, National Tsing Hua University, Taiwan, May 22, 2018.
- ↑ "Mundari". ethnologue.
ଆଧାର ଭୁଲ: <ref>
ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/>
ଟ୍ୟାଗ ମିଳିଲା ନାହିଁ କିମ୍ବା </ref>
ବନ୍ଦ କରିବା ଟ୍ୟାଗଟି ନାହିଁ ।