ମୀନାବଜାର (ପତ୍ରିକା)

ମାସିକ ଓଡ଼ିଆ ଶିଶୁ ପତ୍ରିକା
(ମୀନା ବଜାର (ପତ୍ରିକା)ରୁ ଲେଉଟି ଆସିଛି)

ମୀନାବଜାର ଏକ ମାସିକ ଓଡ଼ିଆ ଶିଶୁସାହିତ୍ୟ ପତ୍ରିକା ।[୧] ପ୍ରଜାତନ୍ତ୍ର ପ୍ରଚାର ସମିତି ଏହାକୁ ପ୍ରକାଶ କରିଥାଏ ।[୨] ମହେଶ୍ୱତା ମହତାବ ବର୍ତ୍ତମାନ ଏହାର ସମ୍ପାଦକ ଓ ତାଙ୍କ ଆଗରୁ ଜହୁରୀ ଭାଇ ନାମରେ ଜଣା ରାମ ପ୍ରସାଦ ମହାନ୍ତି ପ୍ରତିଷ୍ଠାତା-ସମ୍ପାଦକ ଥିଲେ ।[୩] ଏଥିରେ ପିଲାଙ୍କ ପାଇଁ ଛୋଟ ଛୋଟ ଗପ, କବିତା ଓ ପ୍ରବନ୍ଧ ଆଦି ପ୍ରକାଶ ପାଇଥାଏ । "ଜହୁରି ଭାଇଙ୍କ ଚିଠି", "ରଙ୍ଗ ଦିଅ", "ବିନ୍ଦୁ ଯୋଡ଼" ଆଦି ବିଭାଗ ନିୟମିତ ଭାବେ ବାହାରିଥାଏ ।

ମୀନାବଜାର
ସମ୍ପାଦକମହେଶ୍ୱତା ମହତାବ
ପ୍ରକାରଶିଶୁ ପତ୍ରିକା
ପ୍ରକାଶକପ୍ରଜାତନ୍ତ୍ର ପ୍ରଚାର ସମିତି
ଦେଶଭାରତ
ଭାଷାଓଡ଼ିଆ
RNI ରେଜିଷ୍ଟ୍ରେସନ ନଂ.୪୨୦୧୫/୮୩

ଆଧାର ସମ୍ପାଦନା

  1. B. A. Sharada; Central Institute of Indian Languages (1988). A directory of institutions on language and literature in India. Central Institute of Indian Languages.
  2. ତ୍ରିପାଠୀ, ଶିବ ପ୍ରସାଦ (ନଭେମ୍ବର ୨୦୧୨). "ଓଡ଼ିଶାରେ ସମ୍ବାଦପତ୍ର ପ୍ରକାଶନର ଧାରା" (PDF). ଉତ୍କଳ ପ୍ରସଙ୍ଗ, Odisha Review. LXIX (୪): ୧୧-୧୪. Retrieved 25 April 2019.
  3. Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 139–. ISBN 978-81-8450-151-3.