ମୀନାବଜାର (ପତ୍ରିକା)
ମାସିକ ଓଡ଼ିଆ ଶିଶୁ ପତ୍ରିକା
ମୀନାବଜାର ଏକ ମାସିକ ଓଡ଼ିଆ ଶିଶୁସାହିତ୍ୟ ପତ୍ରିକା ।[୧] ପ୍ରଜାତନ୍ତ୍ର ପ୍ରଚାର ସମିତି ଏହାକୁ ପ୍ରକାଶ କରିଥାଏ ।[୨] ମହେଶ୍ୱତା ମହତାବ ବର୍ତ୍ତମାନ ଏହାର ସମ୍ପାଦକ ଓ ତାଙ୍କ ଆଗରୁ ଜହୁରୀ ଭାଇ ନାମରେ ଜଣା ରାମ ପ୍ରସାଦ ମହାନ୍ତି ପ୍ରତିଷ୍ଠାତା-ସମ୍ପାଦକ ଥିଲେ ।[୩] ଏଥିରେ ପିଲାଙ୍କ ପାଇଁ ଛୋଟ ଛୋଟ ଗପ, କବିତା ଓ ପ୍ରବନ୍ଧ ଆଦି ପ୍ରକାଶ ପାଇଥାଏ । "ଜହୁରି ଭାଇଙ୍କ ଚିଠି", "ରଙ୍ଗ ଦିଅ", "ବିନ୍ଦୁ ଯୋଡ଼" ଆଦି ବିଭାଗ ନିୟମିତ ଭାବେ ବାହାରିଥାଏ ।
ସମ୍ପାଦକ | ମହେଶ୍ୱତା ମହତାବ |
---|---|
ପ୍ରକାର | ଶିଶୁ ପତ୍ରିକା |
ପ୍ରକାଶକ | ପ୍ରଜାତନ୍ତ୍ର ପ୍ରଚାର ସମିତି |
ଦେଶ | ଭାରତ |
ଭାଷା | ଓଡ଼ିଆ |
RNI ରେଜିଷ୍ଟ୍ରେସନ ନଂ. | ୪୨୦୧୫/୮୩ |
ଆଧାର
ସମ୍ପାଦନା- ↑ B. A. Sharada; Central Institute of Indian Languages (1988). A directory of institutions on language and literature in India. Central Institute of Indian Languages.
- ↑ ତ୍ରିପାଠୀ, ଶିବ ପ୍ରସାଦ (ନଭେମ୍ବର ୨୦୧୨). "ଓଡ଼ିଶାରେ ସମ୍ବାଦପତ୍ର ପ୍ରକାଶନର ଧାରା" (PDF). ଉତ୍କଳ ପ୍ରସଙ୍ଗ, Odisha Review. LXIX (୪): ୧୧-୧୪. Archived from the original (PDF) on 25 April 2019. Retrieved 25 April 2019.
- ↑ Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 139–. ISBN 978-81-8450-151-3.