ମିଟୋଟେନ (ଇଂରାଜୀ ଭାଷାରେ Mitotane), ଅନ୍ୟମାନଙ୍କ ମଧ୍ୟରେ ଲିସୋଡ୍ରେନ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆଡ୍ରେନୋକର୍ଟିକାଲ୍ କର୍କଟ ଏବଂ କୁସିଙ୍ଗ ସିଣ୍ଡ୍ରୋମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧] ଚିକିତ୍ସା ଅବଧିରେ ଅନେକ ସମୟରେ କର୍ଟିକୋଷ୍ଟିରଏଡ ଆବଶ୍ୟକ ହୁଏ ।[୧]

ମିଟୋଟେନ
Clinical data
Trade namesLysodren
Synonyms1,1-(Dichlorodiphenyl)-2,2-dichloroethane; o,p'-DDD
AHFS/Drugs.commonograph
MedlinePlusa608050
data
Pregnancy
category
  • C
Routes of
administration
By mouth
Legal status
Legal status
  • ℞ (Prescription only)
Pharmacokinetic data
Bioavailability40%
Protein binding6%
Elimination half-life18–159 days
Identifiers
  • (RS)-1-chloro-2-[2,2-dichloro-1-(4-chlorophenyl)-ethyl]-benzene
ECHA InfoCard100.000.152 Edit this at Wikidata
Chemical and physical data
FormulaC14H10Cl4
Molar mass୩୨୦.୦୩ g·mol−1
3D model (JSmol)
Melting point76 to 78 °C (169 to 172 °F)
  • Clc1ccccc1C(c2ccc(Cl)cc2)C(Cl)Cl
  • InChI=1S/C14H10Cl4/c15-10-7-5-9(6-8-10)13(14(17)18)11-3-1-2-4-12(11)16/h1-8,13-14H checkY
  • Key:JWBOIMRXGHLCPP-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅରୁଚି, ଅଇ, ତରଳ ଝାଡ଼ା, ନିଦ୍ରାହୀନତା ଏବଂ ରାସ ହୋଇପାରେ ।[୧] ଅନ୍ୟାନ୍ୟ ଜଟିଳତାରେ କର୍କଟରୁ ରକ୍ତସ୍ରାବ, ମସ୍ତିଷ୍କର କ୍ଷତି ଏବଂ ଆଡ୍ରେନାଲ୍ ଅଭାବ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଆଡ୍ରେନାଲ କର୍ଟେକ୍ସକୁ ଅବରୋଧ କରି କାମ କରେ କାର୍ଯ୍ୟକ୍ଷମ ହୁଏ ।[୩]

୧୯୬୦ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ମିଟୋଟେନ ପ୍ରବର୍ତ୍ତିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ୦.୫ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୫୯୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୧୦୦ ଡଲାର ଅଟେ ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Mitotane Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2016. Retrieved 18 November 2021.
  2. "Mitotane (Lysodren) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 18 November 2021.
  3. ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 979. ISBN 978-0857114105.
  4. Marcello D. Bronstein (1 October 2010). Cushing's Syndrome: Pathophysiology, Diagnosis and Treatment. Springer Science & Business Media. pp. 156–. ISBN 978-1-60327-449-4.
  5. "Lysodren Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 January 2021. Retrieved 18 November 2021.