[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Mahnar Bazar
मह्नर बजार
Town
ଦେଶ India
ରାଜ୍ୟBihar
ଜିଲ୍ଲାVaishali
Population
 (2001)
 • Total୪୮,୨୯୩
ଭାଷା
 • ସରକାରୀBajjika, Hindi
Time zoneUTC+5:30 (IST)
Lok Sabha constituencyHajipur
Vidhan Sabha constituencyMahnar
Websitevaishali.bih.nic.in

ମାହ୍ନାର୍ ବାଜାର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ବିହାରର ବଇଶଲି ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାହ୍ନାର୍ ବାଜାର ସହରର ମୋଟ ଜନସଂଖ୍ୟା ୩୭୩୫୪ ଅଟେ ।[୧] ସେଥି ମଧ୍ୟରୁ ୫୧.୮୮% ଜଣ ପରୁଷ ହୋଇଥିବା ବେଳେ ୪୮.୧୨% ଜଣ ନାରୀ ଅଟନ୍ତି । ମାହ୍ନାର୍ ବାଜାରର ସାକ୍ଷରତା ହାର ୪୨.୬୧% ଅଟେ । ଏହା ଜାତୀୟ ହାରଠାରୁ ୨୨.୨୩% ପ୍ରତିଶତ କମ ଅଟେ । ସେଥିରୁ ୨୬.୭୩% ପ୍ରତିଶତ ପୁରୁଷ ଓ ୧୫.୮୮% ନାରୀ ଅଟନ୍ତି । ୧୯.୭୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା ସମ୍ପାଦନା

ହିନ୍ଦୀ ମାହ୍ନାର୍ ବାଜାରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା