[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Mahasamund City
mahasamund
mahasamud
town and district
ଦେଶ India
ରାଜ୍ୟChhattisgarh
ଜିଲ୍ଲାMahasamund
Elevation
318 m (1,043 ft)
Population
 (2011)
 • Total୮୫,୬୫୦
ଭାଷା
 • ସରକାରୀHindi, Chhattisgarhi
Time zoneUTC+5:30 (IST)
493445
ଯାନବାହାନ ପଞ୍ଚୀକରଣC.G.06

ମାହାସାମୁନ୍ଦ୍ ଏକ ଭାରତୀୟ ନଗର ପଞ୍ଚାୟତ (Nagar Panchayat) ଅଟେ । ଏହା ଛତିଶଗଡ଼ର ମହସମୁନ୍ଦ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ମାହାସାମୁନ୍ଦ୍ ୨୧.୧୧୦୪ ଉତ୍ତର ଅକ୍ଷାଂଶ ଓ ୮୨.୦୯୮୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୫୬ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାହାସାମୁନ୍ଦ୍ ସହରର ମୋଟ ଜନସଂଖ୍ୟା ୧୬୭୪୬ ଅଟେ ।[୨] ସେଥି ମଧ୍ୟରୁ ୫୦.୪୯% ଜଣ ପରୁଷ ହୋଇଥିବା ବେଳେ ୪୯.୫୧% ଜଣ ନାରୀ ଅଟନ୍ତି । ମାହାସାମୁନ୍ଦ୍ର ସାକ୍ଷରତା ହାର ୫୯.୨୯% ଅଟେ । ଏହା ଜାତୀୟ ହାରଠାରୁ ୫.୫୫% ପ୍ରତିଶତ କମ ଅଟେ । ସେଥିରୁ ୩୫.୦୩% ପ୍ରତିଶତ ପୁରୁଷ ଓ ୨୪.୨୬% ନାରୀ ଅଟନ୍ତି । ୧୪.୮୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ହିନ୍ଦୀ ମାହାସାମୁନ୍ଦ୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା