ମାଲେଗାଓଁ
ମାଲେଗାଓଁ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ନଶିକ୍ ଜିଲ୍ଲାରେ ଅବସ୍ଥିତ ।
Malegaon
मालेगाव مالیگاؤں | |
---|---|
City | |
Nickname: The Loom City | |
Country | India |
State | Maharashtra |
District | Nashik |
Taluka | Malegaon |
Named for | named for the settlement of Mali tribe in earlier ages. |
Government | |
• Type | Municipal Corporation |
• Mayor | Shri Ibrahim seth National wala |
Population (2011 census)[୧] | |
• City | ୪,୭୧,୦୦୬ |
• Rank | 94 |
• Metro | ୫,୭୬,୪୨୫ |
Demonym | Malegaonkar Malegaonvi |
Language | |
• Official | Marathi, Urdu |
Time zone | UTC+5:30 (IST) |
PIN | 423203 |
Telephone code | 91 2554-xxxxxx |
ଯାନବାହାନ ପଞ୍ଚୀକରଣ | MH-41 |
Website | Malegaon Corporation |
ଭୌଗଳିକ ଅବସ୍ଥିତି
ସମ୍ପାଦନାମାଲେଗାଓଁ ୨୦.୫୫୩୭ ଉତ୍ତର ଅକ୍ଷାଂଶ ଓ ୭୪.୫୨୮୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଲେଗାଓଁ ସହରର ମୋଟ ଜନସଂଖ୍ୟା ୪୦୯୧୯୦ ଅଟେ ।[୪] ସେଥି ମଧ୍ୟରୁ ୫୧.୦୧% ଜଣ ପରୁଷ ହୋଇଥିବା ବେଳେ ୪୮.୯୯% ଜଣ ନାରୀ ଅଟନ୍ତି । ମାଲେଗାଓଁର ସାକ୍ଷରତା ହାର ୬୫.୭୬% ଅଟେ । ଏହା ଜାତୀୟ ହାରଠାରୁ -୦.୯୨% ପ୍ରତିଶତ କମ ଅଟେ । ସେଥିରୁ ୩୫.୮୩% ପ୍ରତିଶତ ପୁରୁଷ ଓ ୨୯.୯୩% ନାରୀ ଅଟନ୍ତି । ୧୭.୫୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
ସମ୍ପାଦନାମରାଠୀ ମାଲେଗାଓଁର ସରକାରୀ ଭାଷା ଅଟେ ।
ପାଣିପାଗ
ସମ୍ପାଦନାMalegaon | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ମାଲେଗାଓଁରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୧୮.୪ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୩୩.୬ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୫୧୮.୦ mm/inches ହୋଇଥାଏ ।
Climate data for Malegaon, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 11.1 (52) |
12.4 (54.3) |
16.8 (62.2) |
21.3 (70.3) |
24.0 (75.2) |
23.9 (75) |
22.8 (73) |
22.0 (71.6) |
21.0 (69.8) |
18.5 (65.3) |
14.7 (58.5) |
11.7 (53.1) |
18.4 (65.1) |
ହାରାହାରି ସର୍ବନିମ୍ନ °C (°F) | 30.1 (86.2) |
32.5 (90.5) |
36.5 (97.7) |
39.7 (103.5) |
40.5 (104.9) |
35.9 (96.6) |
31.4 (88.5) |
30.1 (86.2) |
31.8 (89.2) |
33.7 (92.7) |
31.7 (89.1) |
29.7 (85.5) |
33.6 (92.5) |
Average rainfall mm (inches) | 2.3 (0.091) |
2.3 (0.091) |
2.2 (0.087) |
2.8 (0.11) |
22.2 (0.874) |
91.3 (3.594) |
113.5 (4.469) |
101.2 (3.984) |
110.2 (4.339) |
41.5 (1.634) |
18.3 (0.72) |
10.2 (0.402) |
518.0 (20.394) |
ହାରାହାରି ମେଘାତ୍ସନ ଦିବସ | 0.2 | 0.2 | 0.3 | 0.3 | 1.4 | 5.3 | 6.7 | 6.2 | 6.1 | 2.2 | 1.2 | 0.5 | 30.6 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 0.0 | 0.0 | 0.1 | 0.0 | 0.2 | 0.3 | 0.2 | 0.0 | 0.1 | 0.2 | 0.1 | 0.0 | 1.2
|
ହାରାହାରି କୁହୁଡ଼ି ଘେରା ଦିବସ | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.1 | 0.1 |
Source: India Meteorological Department (temperatures and precipitation)[୬][୭] |
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Cities having population 1 lakh and above" (PDF). The Registrar General & Census Commissioner, India. Retrieved 26 July 2014.
- ↑ "Urban Agglomerations/Cities having population 1 lakh and above" (PDF). The
Registrar General & Census Commissioner, India. Retrieved 26 July 2014.
{{cite web}}
: line feed character in|publisher=
at position 5 (help) - ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
- ↑ "World Weather Information Service -Malegaon". Worldweather.wmo.int. 5 October 2006. Retrieved 28 June 2015.
- ↑ "Chennai- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 August 2017. Retrieved 29 May 2014.