ମାନେର୍
ମାନେର୍ ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ ଅଟେ । ଏହା ବିହାରର ପତ୍ନ ଜିଲ୍ଲାରେ ଅବସ୍ଥିତ ।
Maner
मनेर | |
---|---|
city | |
ଦେଶ | India |
ରାଜ୍ୟ | Bihar |
ଜିଲ୍ଲା | Patna |
Elevation | 54 m (177 ft) |
Population (2001) | |
• Total | ୪୦,୦୬୮ |
ଭାଷା | |
• ସରକାରୀ | Magadhi, Hindi |
Time zone | UTC+5:30 (IST) |
PIN | |
Website | patna |
Main article Maner Sharif |
ଭୌଗଳିକ ଅବସ୍ଥିତି
ସମ୍ପାଦନାମାନେର୍ ୨୫.୬୪୭୩ ଉତ୍ତର ଅକ୍ଷାଂଶ ଓ ୮୪.୮୭୪୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୩ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାନେର୍ ସହରର ମୋଟ ଜନସଂଖ୍ୟା ୨୬୯୧୨ ଅଟେ ।[୨] ସେଥି ମଧ୍ୟରୁ ୫୩.୦୨% ଜଣ ପରୁଷ ହୋଇଥିବା ବେଳେ ୪୬.୯୮% ଜଣ ନାରୀ ଅଟନ୍ତି । ମାନେର୍ର ସାକ୍ଷରତା ହାର ୫୧.୯୬% ଅଟେ । ଏହା ଜାତୀୟ ହାରଠାରୁ ୧୨.୮୮% ପ୍ରତିଶତ କମ ଅଟେ । ସେଥିରୁ ୩୨.୨୯% ପ୍ରତିଶତ ପୁରୁଷ ଓ ୧୯.୬୬% ନାରୀ ଅଟନ୍ତି । ୧୮.୭୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାହିନ୍ଦୀ ମାନେର୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.