ମାନିହାରି
ମାନିହାରି ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ ଅଟେ । ଏହା ବିହାରର କତିହର୍ ଜିଲ୍ଲାରେ ଅବସ୍ଥିତ ।
Manihari | |
---|---|
Town | |
ଦେଶ | India |
ରାଜ୍ୟ | Bihar |
ଜିଲ୍ଲା | Katihar |
Elevation | 31 m (102 ft) |
Population (2001) | |
• Total | ୨୧,୭୮୩ |
ଭାଷା | |
• ସରକାରୀ | Angika, Hindi |
Time zone | UTC+5:30 (IST) |
PIN | |
Lok Sabha constituency | Katihar |
Vidhan Sabha constituency | Manihari |
Website | katihar |
ଭୌଗଳିକ ଅବସ୍ଥିତି
ସମ୍ପାଦନାମାନିହାରି ୨୫.୩୩୮୯ ଉତ୍ତର ଅକ୍ଷାଂଶ ଓ ୮୭.୬୨୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୪ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାନିହାରି ସହରର ମୋଟ ଜନସଂଖ୍ୟା ୨୧୭୮୩ ଅଟେ ।[୨] ସେଥି ମଧ୍ୟରୁ ୫୨.୯୦% ଜଣ ପରୁଷ ହୋଇଥିବା ବେଳେ ୪୭.୧୦% ଜଣ ନାରୀ ଅଟନ୍ତି । ମାନିହାରିର ସାକ୍ଷରତା ହାର ୪୪.୧୧% ଅଟେ । ଏହା ଜାତୀୟ ହାରଠାରୁ ୨୦.୭୩% ପ୍ରତିଶତ କମ ଅଟେ । ସେଥିରୁ ୨୭.୭୧% ପ୍ରତିଶତ ପୁରୁଷ ଓ ୧୬.୩୯% ନାରୀ ଅଟନ୍ତି । ୧୮.୭୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାହିନ୍ଦୀ ମାନିହାରିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.