ମାନସ କୁମାର ସାହୁ

ବାଲୁକା ଶିଳ୍ପୀ

ମାନସ କୁମାର ସାହୁ ପୁରୀଠାରେ ଜନ୍ମିତ ଜଣେ ବାଲୁକା ଶିଳ୍ପୀ ।[୨] ବାଲୁକା ଶିଳ୍ପ, ବାଲୁକା ପ୍ରତିମା ଏବଂ ସ୍ୟାଣ୍ଡ ଅନିମେସନରେ ସେ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି ।[୩]

ମାନସ କୁମାର ସାହୁ
ଜନ୍ମ (1981-09-20) ୨୦ ସେପ୍ଟେମ୍ବର ୧୯୮୧ (ବୟସ ୪୨)
ବୃତ୍ତିବାଲୁକା ଶିଳ୍ପୀ
ସକ୍ରିୟ ବର୍ଷ୨୩ ବର୍ଷ[୧]
ପିତାମାତା(s)ପ୍ରହଲ୍ଲାଦ ସାହୁ, ମନୋରମା ସାହୁ
ୱେବସାଇଟhttp://www.manassand.com

ଜୀବନକାଳ ସମ୍ପାଦନା

ମାନସ ଓଡ଼ିଶାର ପୁରୀଠାରେ ଏକ ମଧ୍ୟବିତ୍ତ ପରିବାରରେ ୨୦ ସେପ୍ଟେମ୍ବର ୧୯୮୧ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପ୍ରହଲ୍ଲାଦ ସାହୁ ଏବଂ ମାତାଙ୍କ ନାମ ମନୋରମା ସାହୁ । ସେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କଦ୍ୱାରା ୧୯୯୫ରେ ସ୍ଥାପିତ ହୋଇଥିବା ଗୋଲ୍ଡେନ ସାଣ୍ଡ ଆର୍ଟ ଇନଷ୍ଟିଚୁଟର ଜଣେ ପ୍ରାକ୍ତନ ଛାତ୍ର । ସେ ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ୨ୟ ଭାଗ(India's Got Talent Season 2) ପ୍ରତିଯୋଗିତାର ବିଜେତା ହୋଇ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି ।[୪]

ମାନସମ୍ମାନ ସମ୍ପାଦନା

ଆଧାର ସମ୍ପାଦନା

  1. http://www.asianage.com/india/all-india/311217/miffed-sand-artist-plans-to-move-out-of-odisha.html
  2. http://www.ddinews.gov.in/people/sand-artist-manas-sahoo-creates-red-fort-69th-republic-day
  3. http://kalingatv.com/latestnews/sand-artist-manas-sahoo-alleges-govt-negligence/
  4. "ସ୍ୟାଣ୍ଡ ଆନିମେସନ". ଧରିତ୍ରୀ ମେଟ୍ରୋ ମିଜାଜ ୨୯ ମାର୍ଚ୍ଚ ୨୦୧୮. Retrieved 29 March 2018.