ମାନସ କୁମାର ସାହୁ
ବାଲୁକା ଶିଳ୍ପୀ
ମାନସ କୁମାର ସାହୁ ପୁରୀଠାରେ ଜନ୍ମିତ ଜଣେ ବାଲୁକା ଶିଳ୍ପୀ ।[୨] ବାଲୁକା ଶିଳ୍ପ, ବାଲୁକା ପ୍ରତିମା ଏବଂ ସ୍ୟାଣ୍ଡ ଅନିମେସନରେ ସେ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି ।[୩]
ମାନସ କୁମାର ସାହୁ | |
---|---|
ଜନ୍ମ | |
ବୃତ୍ତି | ବାଲୁକା ଶିଳ୍ପୀ |
ସକ୍ରିୟ ବର୍ଷ | ୨୩ ବର୍ଷ[୧] |
ପିତାମାତା | ପ୍ରହଲ୍ଲାଦ ସାହୁ, ମନୋରମା ସାହୁ |
ୱେବସାଇଟ | http://www.manassand.com |
ଜୀବନକାଳ
ସମ୍ପାଦନାମାନସ ଓଡ଼ିଶାର ପୁରୀଠାରେ ଏକ ମଧ୍ୟବିତ୍ତ ପରିବାରରେ ୨୦ ସେପ୍ଟେମ୍ବର ୧୯୮୧ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପ୍ରହଲ୍ଲାଦ ସାହୁ ଏବଂ ମାତାଙ୍କ ନାମ ମନୋରମା ସାହୁ । ସେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କଦ୍ୱାରା ୧୯୯୫ରେ ସ୍ଥାପିତ ହୋଇଥିବା ଗୋଲ୍ଡେନ ସାଣ୍ଡ ଆର୍ଟ ଇନଷ୍ଟିଚୁଟର ଜଣେ ପ୍ରାକ୍ତନ ଛାତ୍ର । ସେ ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ୨ୟ ଭାଗ(India's Got Talent Season 2) ପ୍ରତିଯୋଗିତାର ବିଜେତା ହୋଇ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି ।[୪]
ମାନସମ୍ମାନ
ସମ୍ପାଦନାଆଧାର
ସମ୍ପାଦନା- ↑ http://www.asianage.com/india/all-india/311217/miffed-sand-artist-plans-to-move-out-of-odisha.html
- ↑ http://www.ddinews.gov.in/people/sand-artist-manas-sahoo-creates-red-fort-69th-republic-day
- ↑ http://kalingatv.com/latestnews/sand-artist-manas-sahoo-alleges-govt-negligence/
- ↑ "ସ୍ୟାଣ୍ଡ ଆନିମେସନ". ଧରିତ୍ରୀ ମେଟ୍ରୋ ମିଜାଜ ୨୯ ମାର୍ଚ୍ଚ ୨୦୧୮. Retrieved 29 March 2018.