ମାଧବ ମନ୍ତ୍ରୀ

ଭାରତୀୟ କ୍ରିକେଟ ଖେଳାଳି

ମାଧବ କିଶନଜୀ ମନ୍ତ୍ରୀ  ଶବଦ ବିଷୟରେ pronunciation (1 September 1921 – 23 May 2014) ଜଣେ ଭାରତୀୟ କ୍ରିକେଟ ଖେଳାଳି ଥିଲେ । ସେ 1951 ମସିହାରୁ 1955 ମସିହା ମଧ୍ୟରେ ଭାରତ ପାଇଁ 4ଟି ଟେଷ୍ଟ ଖେଳିଥିଲେ । ତାଙ୍କର ଜନ୍ମା1, ସେପ୍ଟେମ୍ବର , 1921ରେ ମୁମ୍ବାଇ ନିକଟସ୍ଥ ନାସିକରେ ହେଇଥିଲା । ସେ ଜଣେ ବିକେତକିପର ବେତସମେନ ଥିଲେ । ତାଙ୍କ ନେତୃତ୍ୱାରେ ବମ୍ବେ ଦଳ 3 ଥର ରଣଜୀ ଟ୍ରଫି ଜିତିଥିଲା । 

ବ୍ୟକ୍ତିଗତ ତଥ୍ୟ
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରRight-arm medium
ଭୂମିକାWicketkeeper-batsman
ସମ୍ପର୍କୀୟSM Gavaskar (nephew)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 56)14 December 1951 v England
ଶେଷ ଟେଷ୍ଟ4 January 1955 v Pakistan
ଘରୋଇ ଦଳ ତଥ୍ୟ
YearsTeam
Maharashta
Bombay
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 4 95
ମୋଟ ରନ 67 4403
ବ୍ୟାଟିଂ ହାର 9.57 33.86
ଶତକ/ଅର୍ଦ୍ଧଶତକ -/- 7/26
ସର୍ବାଧିକ ରନ 39 200
ବଲ ସଂଖ୍ୟା - 187
ଉଇକେଟ - 3
ବୋଲିଂ ହାର - 40.33
ଇନିଙ୍ଗସରେ ୫ଟି ଉଇକେଟ - -
ମ୍ୟାଚରେ ୧୦ଟି ଉଇକେଟ - -
ସବୁଠୁ ଭଲ ବୋଲିଂ - 2/38
କ୍ୟାଚ/ଷ୍ଟମ୍ପିଙ୍ଗ 8/1 136/56
Source: [୧]

ମନ୍ତ୍ରୀ ତାଙ୍କର ପ୍ରଥମ ଟେଷ୍ଟ 1951-52ରେ ଇଂଲଣ୍ଡର ଭାରତ ଗସ୍ତ ସମୟରେ ଖେଳିଥିଲେ । ତାହା ପରେ ସେ ପାକିସ୍ଥାନ ସହ 2ଟି ଟେଷ୍ଟ  ଖେଳିଥିଲେ । ଘରେଇ କ୍ରିକେଟରେ ତାଙ୍କର ସର୍ବାଧିକ ସ୍କୋର 200 ଥିଲା ଯାହା ସେ ମହାରାଷ୍ଟ୍ର ସହ ଫାଇନାଲରେ କରିଥିଲେ । .[୧]

ସେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗଭସ୍କରଙ୍କ ମାମୁଁ ଥିଲେ ।ସେ ମୃତ୍ୟୁ ଜାୟଦାଦରସ୍ଥିତ ହିନ୍ଦୁ କଲୋନୀରେ ରହୁଥିଲେ । ମେ 23 , 2014ରେ ତାଙ୍କର ପରଲୋକ ହେଇଥିଲା ।  .[୨]

ଆଧାର  ସମ୍ପାଦନା

  1. Wisden 2013, p. 1284.
  2. "Madhav Mantri dies aged 92", "ESPNCricinfo", 23 May 2014

ବାହାର ଲିଙ୍କ  ସମ୍ପାଦନା