ମାଉଗଞ୍ଜ୍
ମାଉଗଞ୍ଜ୍ ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ମଧ୍ୟପ୍ରଦେଶର ରେୱ ଜିଲ୍ଲାରେ ଅବସ୍ଥିତ ।
Mauganj | |
---|---|
city | |
ଦେଶ | India |
ରାଜ୍ୟ | Madhya Pradesh |
ଜିଲ୍ଲା | Rewa |
Elevation | 313 m (1,027 ft) |
Population (2001) | |
• Total | ୨୬,୪୨୦ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
PIN | 486331 |
ଭୌଗଳିକ ଅବସ୍ଥିତି
ସମ୍ପାଦନାମାଉଗଞ୍ଜ୍ ୨୪.୬୬୬୩ ଉତ୍ତର ଅକ୍ଷାଂଶ ଓ ୮୧.୮୭୪୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୪୩ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଉଗଞ୍ଜ୍ ସହରର ମୋଟ ଜନସଂଖ୍ୟା ୨୨୯୮୯ ଅଟେ ।[୨] ସେଥି ମଧ୍ୟରୁ ୫୧.୫୪% ଜଣ ପରୁଷ ହୋଇଥିବା ବେଳେ ୪୮.୪୬% ଜଣ ନାରୀ ଅଟନ୍ତି । ମାଉଗଞ୍ଜ୍ର ସାକ୍ଷରତା ହାର ୫୨.୧୧% ଅଟେ । ଏହା ଜାତୀୟ ହାରଠାରୁ ୧୨.୭୩% ପ୍ରତିଶତ କମ ଅଟେ । ସେଥିରୁ ୩୨.୩୫% ପ୍ରତିଶତ ପୁରୁଷ ଓ ୧୯.୭୬% ନାରୀ ଅଟନ୍ତି । ୧୮.୧୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାହିନ୍ଦୀ ମାଉଗଞ୍ଜ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.