ମହାଦେବ ମନ୍ଦିର, ଇତାଗି
ମହାଦେବ ମନ୍ଦିର କର୍ଣ୍ଣାଟକ ପ୍ରଦେଶର କୋପପାଳ ଜିଲ୍ଲାରେ (Koppal District) ଥିବା ଏଲବୁରଗା (Yelburga) ତାଲୁକର ଇତାଗି ଟାଉନରେ ଅବସ୍ଥିତ । ଏହା କୁଙ୍କୁରଠାରୁ ୭ କିମି ଓ ଳକ୍କୁଣ୍ଡିଠାରୁ (Lakkundi) ୨୦ କିମି ଦୂରରେ ଅବସ୍ଥିତ ।
ମହାଦେବ ମନ୍ଦିର
ଇତାଗି ଇତାଗି | |
---|---|
ଗ୍ରାମ | |
Coordinates: 15°29′24″N 75°59′42″E / 15.49°N 75.995°E | |
Country | India |
State | କର୍ଣ୍ଣାଟକ |
ଜିଲ୍ଲା | କୋପ୍ପଲ |
Government | |
• Type | ପଂଚାୟତ ରାଜ |
Languages | |
• Official | Kannada କନ୍ନଡ଼ |
Time zone | UTC+5:30 (IST) |
ISO 3166 code | IN-KA |
ଯାନବାହାନ ପଞ୍ଚୀକରଣ | ୩୭ |
Nearest city | Kuknur |
Website | karnataka |
ମହାଦେବ ମନ୍ଦିର
ସମ୍ପାଦନାମହାଦେବ ମନ୍ଦିର ଅନ୍ନିଗେରିଠାରେ (Annigeri) ଅମୃତେଶ୍ୱର ମନ୍ଦିର (Amruteshwara Temple) ଢାଞ୍ଚାରେ ତିଆରି ହୋଇଛି । ଏହି ମନ୍ଦିର ସମାନ ସ୍ଥାପତ୍ୟ ଶୈଳୀରେ ତିଆରି ହୋଇଛି କେବଳ କିଛି ତିଆରି ପାର୍ଥକ୍ୟ ଅଛି । ପଶ୍ଚିମ ଚାଲୁକ୍ୟର ରାଜା ବିକ୍ରମାଦିତ୍ୟ ୬ (Western Chalukya King Vikramaditya VI)ଶାସନ କାଳରେ ଆର୍ମିର ମହାଦେବ ନାମକ ଏକ ଦଣ୍ଡନାୟକ (କମାଣ୍ଡର ) ୧୧୧୨ ମସିହାରେ ତିଆରି କରେଇଥିଲେ । ଗଡଗର ଉତ୍ତର ଦିଗରେ ୨୨ କିମି ଓ ହାମ୍ପିର ପଶ୍ଚିମ ଦିଗରେ ୪୦ କିମି ଦୂରରେ ଇତାଗି (Hampi) ଅବସ୍ଥିତ । ମନ୍ଦିର ଗାତ୍ରରେ ଖୋଦିତ ପଶ୍ଚିମ ଚାଲୁକ୍ୟ ସ୍ଥାପତ୍ୟର ସମ୍ପୂର୍ଣ୍ଣ ପସନ୍ଦ ଦର୍ଶାଯାଇଛି । ୧୧୧୨ ମସିହାରେ ଏହି ମନ୍ଦିର ଗାତ୍ରରେ ‘ମନ୍ଦିରମାନଙ୍କର ମହାରାଜା’ ବା ‘ଦେବାଳୟ ଚକ୍ରବର୍ତ୍ତୀ’ ଖୋଦିତ ହୋଇଛି ।[୧][୨][୩] ‘ହଲେବିଦୁ (Halebidu) ପରେ ଏହା ଏକ କନ୍ନଡ଼ର ଶ୍ରେଷ୍ଠ ମନ୍ଦିର’, ଏହା କଳା ଐତିହାସିକ ହେନରୀ କୌଶେନ ଲେଖିଛନ୍ତି ।[୨][୪] ପ୍ରଚଳିତ କର୍ଣ୍ଣାଟ ଦ୍ରାବିଡ଼ିଆନ ସ୍ଥାପତ୍ୟ (dravida|) ଶୈଳୀର ଏହି ଚାଲୁକ୍ୟ ଏକ ସ୍ଥାନୀୟ ପାର୍ଥକ୍ୟ ରୂପେ ବିଦିତ ।[୫] ଏହି ମନ୍ଦିରକୁ ଆର୍କିଓଲୋଜି ଅଫ ଇଣ୍ଡିଆ ସଂସ୍ଥା ଏହାକୁ ଜାତୀୟ ସ୍ମାରକୀ ମାନ୍ୟତା ଦେଇଛି ।[୩]
ମନ୍ଦିର ପ୍ଲାନ
ସମ୍ପାଦନାଚାଲୁକ୍ୟ କମାଣ୍ଡର ‘ମହାଦେବ’ଙ୍କ ପିତାମାତାଙ୍କ (ମୂର୍ତିନାରାୟଣ ଓ ଚନ୍ଦ୍ରଲେଶ୍ୱରୀ) ନାମରେ ଦୁଇଟି ସମାଧି ଅଛି ।[୬] ଖୋଲା ହଲ ଛାତର କିଛି ଅଂଶ ନାହିଁ ।[୭] ଲିଙ୍ଗ ଥିବା ମୂଳ ମନ୍ଦିର ଚାରି ପାଖରେ ୧୩ଟି ଛୋଟ ମନ୍ଦିର ଅଛି ଶିବ ଲିଙ୍ଗ,[୭] ଅଛି ।
ଆବଦ୍ଧ ହଲର ପ୍ରତ୍ୟେକ ଦିଗରେ ଦ୍ୱାର ଅଛି । ଖୋଲା ହଲର ୬୪ଟି ସ୍ତମ୍ଭ ଅଛି ଓ ୨୪ଟି ଛୋଟ ସ୍ତମ୍ଭ ଅଛି । ବଡ଼ ସ୍ତମ୍ଭ ଛାତକୁ ସାହାରା ଦେଉଛି ।
ଗ୍ୟାଲେରି
ସମ୍ପାଦନା-
ବିମାନ ଉପରେ କୀର୍ତ୍ତିମୁଖ
-
ମହାଦେବ ମନ୍ଦିରରେ ସ୍ତମ୍ଭ ସହିତ ମଣ୍ଡପ (ହଲ୍)
-
ମହାଦେବ ମନ୍ଦିରର ବିମାନ
-
ଇତାଗିର ମହାଦେବ ମନ୍ଦିର
-
ଇତାଗିର ମହାଦେବ ମନ୍ଦିରରେ ଅଳଙ୍କାର ସ୍ତମ୍ଭ ଏବଂ ଛାତ ସହିତ ବାରଣ୍ଡା ପ୍ରବେଶ ଦ୍ୱାର
-
୧୧୧୨ ମସିହାରେ ମନ୍ଦିର କାନ୍ଥରେ ପୁରାତନ କନ୍ନଡ଼ ଲିପିରେ ଲେଖାଯାଇଛି “ମନ୍ଦିରମାନଙ୍କର ମହାରାଜା”
-
ମହାଦେବ ମନ୍ଦିରରେ ବାରଣ୍ଡାରେ କବାଟ (doorjamb) ସାଜସଜ୍ଜା
-
ଇଟାଗିରେ ମହାଦେବ ମନ୍ଦିରର ବନ୍ଦ ମଣ୍ଡପ ଭିତରେ ଛୋଟ ମନ୍ଦିର
-
ଇଟାଗିରେ ମହାଦେବ ମନ୍ଦିରର ଲାଟେରାଲ୍ ପ୍ରବେଶ ଦ୍ୱାରରେ ଡୋମିକାଲ୍ ଛାତ ସହିତ ସାଜସଜ୍ଜା ଲିଣ୍ଟେଲ୍ ଏବଂ ଡୋର୍ ଜାମ୍ବ
-
କବାଟରେ ସାଜସଜ୍ଜା
-
ପ୍ରବେଶ ଦ୍ୱାରର ଲିଣ୍ଟେଲ
-
ହଲର ସ୍ତମ୍ଭ
-
ବେସର ଗମ୍ବୁଜ
-
ମହାଦେବ ମନ୍ଦିରର କାନ୍ଥର ସାଜସଜ୍ଜା
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Cousens (1926), p. 101
- ↑ ୨.୦ ୨.୧ Kamath (2001), pp. 117–118
- ↑ ୩.୦ ୩.୧ Rao, Kishan. "Emperor of Temples crying for attention". The Hindu, June 10, 2002. The Hindu. Archived from the original on 28 November 2007. Retrieved 10 November 2006.
{{cite web}}
: CS1 maint: unfit URL (link) - ↑ Quote:"A title it fully deserves, for it is probably the finest temple in Kanarese districts, after Halebidu" (Cousens 1926, p101)
- ↑ Hardy (1995), pp. 6–7
- ↑ Rao, Kishan (10 June 2002). "Emperor of Temples' crying for attention". The Hindu. Archived from the original on 28 November 2007. Retrieved 9 November 2007.
{{cite web}}
: CS1 maint: unfit URL (link) - ↑ ୭.୦ ୭.୧ Cousens (1926), p. 100