ମନ ମ୍ୟୁଜିଅମ୍

୨୦୨୩ ଓଡ଼ିଆ କଥାଚିତ୍ର

ମନ ମ୍ୟୁଜିଅମ୍ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଙ୍ଗୀତା ମହାନ୍ତି ।[୧] ରଶ୍ମିରେଖା ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲ ଏବଂ ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଧୃବାନନ୍ଦ ପଣ୍ଡା ।[୩] ସଙ୍ଗୀତକାର ଶରତ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୪]

ମନ ମ୍ୟୁଜିଅମ୍
ନିର୍ଦ୍ଦେଶକଧୃବାନନ୍ଦ ପଣ୍ଡା
ପ୍ରଯୋଜକସଙ୍ଗୀତା ମହାନ୍ତି
ସଂଳାପଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟଭରଦ୍ୱାଜ ପଣ୍ଡା
କାହାଣୀରଶ୍ମିରେଖା ପଣ୍ଡା
କଳାକାରନିହାର ନାୟକ
ସାୟଲ ମୁଖାର୍ଜୀ
ସୂର୍ଯ୍ୟମୟୀ ମହାପାତ୍ର
ପ୍ରଶାନ୍ତ ପାତ୍ର
ସଙ୍ଗୀତଶରତ ନାୟକ
ଚିତ୍ରଗ୍ରହଣଲିଟୁ ଓ ଜିତୁ
ସମ୍ପାଦକସୁକୁମାର ମଣି
Production
company
ସଙ୍ଗୀତ ମୋସନ୍ ପିକ୍ଚର୍ସ୍
ବିତରକଆଇନକ୍ସ
ମୁକ୍ତିଲାଭ ତାରିଖ
୨୪ ମାର୍ଚ୍ଚ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନିହାର ନାୟକ ଓ ଉପାସନା ଭଦ୍ରା ମହାନ୍ତି ।[୫] ସାୟଲ ମୁଖାର୍ଜୀ, ସୂର୍ଯ୍ୟମୟୀ ମହାପାତ୍ର, ପ୍ରଶାନ୍ତ ପାତ୍ର, ଅନିମେଶ ଘୋଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬] ଏହି କଥାଚିତ୍ରଟି ୨୦୨୩ ମସିହାର ମାର୍ଚ୍ଚ ୨୪ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୭]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ[୮] ଗୀତିକାର ବିଜୟ ମଲ୍ଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୩] ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ, ଶରତ ନାୟକ, ସୋହିନୀ, ବିଷ୍ଣୁମୋହନ କବି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଏହି କଥାଚିତ୍ରଟିର ଗୀତଗୁଡ଼ିକ ୧୧ ମାର୍ଚ୍ଚ ୨୦୨୩ରେ ମୁକ୍ତିଲାଭ କରିଥିଲା ।[୫] କଥାଚିତ୍ରଟିର ସାତଟି ଗୀତ ଥିଲା ।[୯]

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."କିଏ ସେ"ଶଶାଙ୍କ ଶେଖର 
2."ଆରେ ମେଘ"ଅନ୍ତରା ଚକ୍ରବର୍ତ୍ତୀ 
3."ନିଦ ଭାଙ୍ଗିଯାଏ (ପୁ)"ଶରତ ନାୟକ 
4."ଜୀବନର ନଈ (ସ୍ତ୍ରୀ)"ଅନ୍ତରା ଚକ୍ରବର୍ତ୍ତୀ 
5."ଇଚ୍ଛା ହୁଏ"ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ 
6."ନିଦ ଭାଙ୍ଗିଯାଏ (ସ୍ତ୍ରୀ)"ସୋହିନୀ 
7."ଜୀବନର ନଈ (ପୁ)"ବିଷ୍ଣୁ ମୋହନ କବି 

ଆଧାର ସମ୍ପାଦନା

  1. "ଆଜି ବଡ଼ ପରଦାରେ ମୁକ୍ତିଲାଭ କରୁଛି ତିନି ଓଡ଼ିଆ ସିନେମା, ବୃନ୍ଦାବନରେ ହେବ 'ନାରୀ ନୁହେଁ ତୁ ଅର୍ଦ୍ଧନାରୀ' ପ୍ରିମିୟର". PRAMEYA. ଭୁବନେଶ୍ୱର. 24 March 2023. Archived from the original on 28 March 2023. Retrieved 28 March 2023.
  2. "ମୁକ୍ତିଲାଭ କରୁଛି ତିନି ଓଡ଼ିଆ ସିନେମା". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 24 March 2023. p. 17. Archived from the original on 25 March 2023. Retrieved 25 March 2023.
  3. ୩.୦ ୩.୧ "Odia Movie 'Mana Museum' Released". Odisha Bytes (in English). Bhubaneswar. 24 March 2023. Archived from the original on 25 March 2023. Retrieved 25 March 2023.{{cite news}}: CS1 maint: unrecognized language (link)
  4. "Grand Music Launch Event of Upcoming Odia Film Mana Museum". My City Links (in English). 11 March 2023. Archived from the original on 11 April 2023. Retrieved 11 April 2023. {{cite news}}: |archive-date= / |archive-url= timestamp mismatch; 22 ମାର୍ଚ୍ଚ 2023 suggested (help)CS1 maint: unrecognized language (link)
  5. ୫.୦ ୫.୧ "Bhubaneswar Hosts Grand Music Launch of 'Mana Museum'". Odisha Diary (in English). Bhubaneswar. 11 March 2023. Archived from the original on 25 March 2023. Retrieved 25 March 2023.{{cite news}}: CS1 maint: unrecognized language (link)
  6. "Odia Movie "Mana Museum" Releases In Theatres". Odisha Diary (in English). Bhubaneswar. 25 March 2023. Archived from the original on 11 April 2023. Retrieved 11 April 2023. {{cite news}}: |archive-date= / |archive-url= timestamp mismatch; 4 ଅପ୍ରେଲ 2023 suggested (help)CS1 maint: unrecognized language (link)
  7. "Mana MuseumU". The Times of India. ISSN 0971-8257. Retrieved 2023-03-25.
  8. "Music Launch Of Odia Movie 'Mana Museum' Held In Bhubaneswar; Know Release Date". odishabytes (in English). Bhubaneswar. 12 March 2023. Archived from the original on 11 April 2023. Retrieved 11 April 2023. {{cite news}}: |archive-date= / |archive-url= timestamp mismatch; 28 ମାର୍ଚ୍ଚ 2023 suggested (help)CS1 maint: unrecognized language (link)}
  9. "Music launch of Mana Museum - OrissaPOST". OrissaPOST (in English). Bhubaneswar. 11 March 2023. Archived from the original on 11 April 2023. Retrieved 11 April 2023. {{cite news}}: |archive-date= / |archive-url= timestamp mismatch; 18 ମାର୍ଚ୍ଚ 2023 suggested (help)CS1 maint: unrecognized language (link)

ବାହାର ଆଧାର ସମ୍ପାଦନା