ମଧୁମେହ ପାଦ ଘାଆ, ମଧୁମେହ ରୋଗର ଏକ ସାଧାରଣ ଜଟିଳତା | [୧] ଏହା ଏକ କାଲସ (callus) ଭାବରେ ଆରମ୍ଭ ହୁଏ ଯାହା ତଳେ ରକ୍ତ ଜମା ହୋଇଯାଏ | [୧] ଚର୍ମ ଫାଟିଯାଇ ଘାଆ ହୋଇଯାଏ | [୧] ଏହା କ୍ରମଶଃ ଜଟିଳ ହୋଇ ଅଷ୍ଟିଓମାୟେଲାଇଟିସ୍, ଗ୍ୟାଙ୍ଗ୍ରିନ ହେଲେ ଆମ୍ପୁଟେସନ ଆବଶ୍ୟକ ହୁଏ । [୧] ଏହା ମଧୁମେହ ପାଦ ସଂକ୍ରମଣ ସହିତ ଜଡ଼ିତ ହୋଇଥାଏ | [୧]

Diabetic foot ulcer
Diabetic foot ulcer as a result of diabetic neuropathy[୧]
ଆକ୍ରାନ୍ତ ସମୟAge > 45[୧]
ଅବଧିLong term[୧]
କାରଣDiabetes[୧]
ଚିକିତ୍ସାBlood sugar control, removal of dead tissue, wound dressings, removing pressure from the wound, surgery, hyperbaric oxygen therapy[୨]
ପୁନଃପୌନିକ15% of diabetics[୨]

ଖରାପ ରକ୍ତ ଶର୍କରା ନିୟନ୍ତ୍ରଣ, କ୍ଷତିଗ୍ରସ୍ତ ସ୍ନାୟୁ , ପ୍ରାନ୍ତୀୟ ଧମନୀ ରୋଗ ଏବଂ ପାଦର ଉପ‌ଯୁକ୍ତ ଯତ୍ନ ନଥିବା କାରଣରୁ ଏହି ରୋଗ ହୁଏ । | [୧] ଫ୍ଲାଟ ଫୁଟ ବା ସମତଳ ପାଦ ଥିବା ବ୍ୟକ୍ତିମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧] ଏହା ଏକ ପ୍ରକାର ମଧୁମେହ ପାଦ ରୋଗ । [୩]

ଚିକିତ୍ସା: ରକ୍ତ ଶର୍କରା ନିୟନ୍ତ୍ରଣ, ମୃତ ତନ୍ତୁ ଅପସାରଣ, କ୍ଷତ ଡ୍ରେସିଙ୍ଗ ଏବଂ କ୍ଷତରୁ ଚାପ ଦୂର କରିବା ନିମନ୍ତେ ସମ୍ପୁର୍ଣ୍ଣ ସଂସ୍ପର୍ଶ ଡ୍ରେସିଙ୍ଗ ଆବଶ୍ୟକ ହୁଏ | [୨] କେତେକ କ୍ଷେତ୍ରରେ ଅସ୍ତ୍ରୋପଚାର ଫଳାଫଳକୁ ଉନ୍ନତ କରିପାରେ | [୨] ହାଇପରବାରିକ ଅମ୍ଳଜାନ ଥେରାପି ସାହାଯ୍ୟ କରିପାରେ କିନ୍ତୁ ତାହା ବ‌ହୁତ ମହଙ୍ଗା ଅଟେ | [୨]

ବିଶ୍ୱରେ ବର୍ଷକୁ ପ୍ରାୟ ୯ରୁ ୨୬ ନିୟୁତ ଲୋକ ପ୍ରଭାବିତ ହୁଅନ୍ତି । [୧] ମଧୁମେହ ରୋଗୀଙ୍କ ମଧ୍ୟରୁ ୫%ରୁ ୨୫% ଜଣଙ୍କର ଯେ କୌଣସି ସମୟରେ ହୋଇପାରେ | [୧] [୪] ସାଧାରଣତଃ ୪୫ ବର୍ଷ ବୟସ ପରେ ଲୋକଙ୍କର ଏହି ରୋଗ ହୁଏ ।[୧] ଆମେରିକାରେ ଲାଟିନ‌କ୍ସ, କଳା ଲୋକ ଓ ସ୍ଥାନୀୟ ଅଧିବାସୀଙ୍କର ଏହି ରୋଗ ହୁଏ । [୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Oliver, TI; Mutluoglu, M (January 2020). "Diabetic Foot Ulcer". PMID 30726013. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ Yazdanpanah L, Nasiri M, Adarvishi S (February 2015). "Literature review on the management of diabetic foot ulcer". World Journal of Diabetes. 6 (1): 37–53. doi:10.4239/wjd.v6.i1.37. PMC 4317316. PMID 25685277.{{cite journal}}: CS1 maint: unflagged free DOI (link)
  3. Song, K; Chambers, AR (January 2020). "Diabetic Foot Care". PMID 31971750. {{cite journal}}: Cite journal requires |journal= (help)
  4. Brem H, Tomic-Canic M (May 2007). "Cellular and molecular basis of wound healing in diabetes". The Journal of Clinical Investigation. 117 (5): 1219–22. doi:10.1172/JCI32169. PMC 1857239. PMID 17476353.