ମଦନଗୋପାଳ ଜିଊ ମନ୍ଦିର

ମଦନଗୋପାଳ ଜିଊ ମନ୍ଦିର (Bengali: মদনগোপাল জীউ মন্দির )ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ସମତା ନିକଟରେ ମେଲ୍ଲୋକ ନାମକ ଗ୍ରାମରେ ଅବସ୍ଥିତ ଥିବା ଏକ ହିନ୍ଦୁ ମନ୍ଦିର । ଏହାକୁ ସ୍ଥାନୀୟ ଭାଷାରେ ଗୋପାଲେର ମନ୍ଦିର କୁହାଯାଇଥାଏ । 

Madangopal Jiu Temple
The temple in its early days.
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନMellock
StateWest Bengal
CountryIndia

ଏହି ମନ୍ଦିରରେ ଟେରାକୋତ୍ତା ବିଶିଷ୍ଟ ଆଠତାଳ ( ଆଠଟି ଢାଲୁ ଥାଇ ଛାତ  ) ରହିଛି । ଏହା ସପ୍ତଦଶ ଶତାବ୍ଦୀ  ରେ ମେଲଲୋକର ଜମିଦାର ବଂଶର ମୁକୁନ୍ଦପ୍ରସାଦ ରାୟଚୌଧୁରୀଙ୍କଦ୍ୱାରା ନିର୍ମିତ ହେଇଥିଲା । 

ପୁନଶ୍ଚ ଦେଖଣା  ସମ୍ପାଦନା

  • Samta
  • Madan Mohan

ଆଧାର  ସମ୍ପାଦନା