ଭୋରିନୋଷ୍ଟାଟ (ଇଂରାଜୀ ଭାଷାରେ Vorinostat), ବିକ୍ରୟ ନାମ ଜୋଲିଞ୍ଜା, ହେଉଛି ଏକ ଔଷଧ ଯାହା କ୍ୟୁଟାନିଅସଟି ସେଲ୍ ଲିମ୍ଫୋମା (CTCL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୩] ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହୃତ ହୁଏ ଯେତେବେଳେ ରୋଗ ଚାଲୁ ରହେ, ଖରାପ ଦିଗକୁ ଯାଏ କିମ୍ବା ଅନ୍ୟ ଦୁଇଟି ଚିକିତ୍ସା ସମୟରେ କିମ୍ବା ପରେ ପୁନର୍ବାର ଫେରି ଆସେ ।[୩] ଏହା ପାଟିରେ ଦିଆଯାଏ ।[୩]

ଭୋରିନୋଷ୍ଟାଟ
Clinical data
PronunciationVorinostat /vɒˈrɪnstæt/ vorr-IN-oh-stat
Zolinza (/zˈlɪnzə/ zoh-LIN-zə
Trade namesZolinza, Vorinostat MSD, others
SynonymsSuberanilohydroxamic acid (SAHA)
AHFS/Drugs.commonograph
MedlinePlusa607050
data
Pregnancy
category
  • US: D (Evidence of risk)
Routes of
administration
By mouth (capsules)
Legal status
Legal status
Pharmacokinetic data
Bioavailability1.8–11%[୧]
Protein binding~71%
MetabolismLiver glucuronidation and β-oxidation
CYP system not involved
Metabolitesvorinostat O-glucuronide, 4-anilino-4-oxobutanoic acid (both inactive)[୨]
Elimination half-life~2 hours (vorinostat and O-glucuronide), 11 hours (4-anilino-4-oxobutanoic acid)
ExcretionKidney (negligible)
Identifiers
  • N-Hydroxy-N'-phenyloctanediamide
ECHA InfoCard100.207.822 Edit this at Wikidata
Chemical and physical data
FormulaC14H20N2O3
Molar mass୨୬୪.୩୩ g·mol−1
3D model (JSmol)
  • O=C(Nc1ccccc1)CCCCCCC(=O)NO
  • InChI=1S/C14H20N2O3/c17-13(15-12-8-4-3-5-9-12)10-6-1-2-7-11-14(18)16-19/h3-5,8-9,19H,1-2,6-7,10-11H2,(H,15,17)(H,16,18) checkY
  • Key:WAEXFXRVDQXREF-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଥକାପଣ, ସ୍ୱାଦର ପରିବର୍ତ୍ତନ, କମ ରକ୍ତ ପ୍ଲାଟେଲେଟ୍, କେଶ ଝଡ଼ିବା, କାଶ ଏବଂ ଜ୍ୱର ହୋଇପାରେ ।[୩] ଅନ୍ୟାନ୍ୟ ଭୟଙ୍କର ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା ଏବଂ ଉଚ୍ଚ ରକ୍ତ ଶର୍କରା ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । [୩] ଏହା ଏକ ହିଷ୍ଟୋନ୍ ଡିଆସିଟିଲେଜ ଇନହିବିଟର (HDI) ।[୩]

୨୦୦୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭୋରିନୋଷ୍ଟାଟ ଅନୁମୋଦିତ ହୋଇଥିଲା ।[୩] ୨୦୦୪ରେ ୟୁରୋପରେ ଏହାକୁ ଅନାଥ ଔଷଧ (orphan medication) ମାନ୍ୟତା ଦିଆଯାଇଥିବାବେଳେ ୨୦୦୯ରେ ଅନୁମୋଦନ ପାଇଁ ଆବେଦନ ପ୍ରତ୍ୟାହାର କରାଯାଇଥିଲା । [୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ବାବଦ ମାସକୁ ପ୍ରାୟ ୧୪,୬୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୫]

ଆଧାର ସମ୍ପାଦନା

  1. "Withdrawal Assessment Report for Vorinostat MSD 100 mg Hard Capsules (vorinostat)" (PDF). European Medicines Agency. 23 October 2008. p. 9. Archived (PDF) from the original on 15 September 2016. Retrieved 1 September 2016.
  2. "Zolinza (vorinostat) Capsules. Full Prescribing Information" (PDF). Merck & Co., Inc., Whitehouse Station, NJ 08889, USA. Archived (PDF) from the original on 2 October 2016. Retrieved 1 September 2016.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Vorinostat Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2016. Retrieved 16 September 2021.
  4. "Vorinostat MSD: Withdrawal of the marketing authorisation application". Archived from the original on 22 September 2021. Retrieved 16 September 2021.
  5. "Zolinza Prices, Coupons & Savings Tips - GoodRx". GoodRx. Archived from the original on 14 June 2016. Retrieved 16 September 2021.