ଭେନେଟୋକ୍ଲାକ୍ସ
ଭେନେଟୋକ୍ଲାକ୍ସ, ବେପାର ନାମ ଭେନେକ୍ଲେକ୍ସଟା ଓ ଭେଙ୍କ୍ଲିକ୍ସଟୋ, ହେଉଛି ଏକ ଔଷଧ ଯାହା କ୍ରୋନିକ୍ ଲିମ୍ଫୋସାଇଟିକ ଲ୍ୟୁକେମିଆ (CLL), ସ୍ମଲ ଲିମ୍ଫୋସାଇଟିକ ଲିମ୍ଫୋମା (SLL) କିମ୍ବାଆକ୍ୟୁଟ ମାଇଲୋଏଡ୍ ଲ୍ୟୁକେମିଆ (AML) ରୋଗମାନଙ୍କର ଚିକିତ୍ସା ପାଇଁ ହୁଏ ।[୪][୨] ଏହା ପାଟିରେ ଦିଆଯାଏ ।[୨] ଏହାକୁ ଏକକ ଭାବରେ କିମ୍ବା ଅନ୍ୟାନ୍ୟ ଔଷଧ ସହିତ ମିଶ୍ରିତ ଭାବରେ ବ୍ୟବହୃତ ହୋଇପାରେ ।[୨]
Clinical data | |
---|---|
Trade names | Venclexta, Venclyxto |
Synonyms | GDC-0199, ABT-199, RG-7601 |
AHFS/Drugs.com | monograph |
MedlinePlus | a616028 |
data |
|
Pregnancy category | |
Routes of administration | By mouth (tablets) |
Legal status | |
Legal status | |
Pharmacokinetic data | |
Protein binding | >99.9%[୪] |
Metabolism | Liver (CYP3A4, CYP3A5) |
Elimination half-life | ~26 hours |
Excretion | Feces (>99.9%; 20.8% as unchanged venetoclax) |
Identifiers | |
| |
ECHA InfoCard | 100.254.611 |
Chemical and physical data | |
Formula | C45H50ClN7O7S |
Molar mass | ୮୬୮.୪୫ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସ୍ୱଳ୍ପ ଲୋହିତ ରକ୍ତ କଣିକା, ଉଚ୍ଚ ରକ୍ତ ପୋଟାସିୟମ୍ ସ୍ତର , ତରଳ ଝାଡ଼ା, ଅଇ, ଶ୍ୱାସକ୍ରିୟା ସଂକ୍ରମଣ ଏବଂ ଥକାପଣ ହୋଇପାରେ ।[୨] ଅନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ସେପ୍ସିସ୍, କମ୍ ପୋଟାସିୟମ୍, ଟ୍ୟୁମର୍ ଲାଇସିସ୍ ସିଣ୍ଡ୍ରୋମ ଏବଂ ରକ୍ତସ୍ରାବ ହୋଇପାରେ ।[୨] [୫] ଏହା ସେଣ୍ଟ ଜନ୍ ୱର୍ଟ ସହିତ ପ୍ରତିକ୍ରିୟା କରିଥାଏ ।[୨] ଏହା ବିସିଏଲ-୨ (Bcl-2) ନାମକ ଏକ ପ୍ରୋଟିନ୍ ସଂଲଗ୍ନ ହୋଇ ତାହାର କାର୍ଯ୍ୟକଳାପକୁ ଅବରୋଧ କରେ ଯାହାଦ୍ୱାରା କର୍କଟ କୋଷଗୁଡ଼ିକର ମୃତ୍ୟୁ ହୋଇଥାଏ ।[୨]
୨୦୧୬ ମସିହାରେ ୟୁରୋପରେ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଭେନେଟୋକ୍ଲାକ୍ସ ଅନୁମୋଦିତ ହୋଇଥିଲା ।[୨] [୫] [୬] ଯୁକ୍ତରାଷ୍ଟ୍ରରେ ୧୦୦ମିଗ୍ରା ବିଶିଷ୍ଟ ୧୧୨ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୨,୬୦୦ ଡଲାର ଥିଲା ।[୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Venetoclax (Venclexta) Use During Pregnancy". Drugs.com. 29 May 2019. Archived from the original on 19 January 2021. Retrieved 25 April 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Venclyxto EPAR". European Medicines Agency (EMA). Archived from the original on 16 April 2020. Retrieved 25 April 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
- ↑ "Venclyxto 10 mg film-coated tablets - Summary of Product Characteristics (SmPC)". (emc). 21 April 2020. Archived from the original on 26 April 2021. Retrieved 25 April 2020.
- ↑ ୪.୦ ୪.୧ ୪.୨ "Venclexta- venetoclax kit Venclexta- venetoclax tablet, film coated". DailyMed. 12 November 2019. Archived from the original on 15 June 2020. Retrieved 25 April 2020.
- ↑ ୫.୦ ୫.୧ "Venetoclax Monograph for Professionals". Drugs.com (in ଇଂରାଜୀ). Archived from the original on 31 May 2021. Retrieved 13 September 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1066. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Venclexta Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 13 September 2021.