ଭେଜ ବର୍ଗର
ଭେଜ ବର୍ଗରରେ ସାଧାରଣତଃ ମାଂସର ବ୍ୟବହାର ହୋଇ ନଥାଏ, କିନ୍ତୁ ଅଣ୍ଡା ଏବଂ କ୍ଷୀରରେ ବ୍ୟବହାର ହୋଇପାରେ ।[୧] ଭେଜ ବର୍ଗରରେ ମୁଖ୍ୟତଃ - ଆଳୁ କିମ୍ବା ମକା, ବନସ୍ପତି ପ୍ରୋଟିନ, ସୋୟା, ପନିର, ବିନ୍ସ, ଛତୁ, ଅନାଜ ଯେପରି ଗହମ ଇତ୍ୟାଦିର ବ୍ୟବହାର ହୋଇଥାଏ ।
ପ୍ରକାର | ସ୍ୟାଣ୍ଡୱିଚ |
---|---|
ମୁଖ୍ୟ ଉପାଦାନ | ପାରିବା, ବନସ୍ପତି ପ୍ରୋଟିନ, ପନିର, ନଟ୍ସ, ଛତୁ, ଅନାଜ |
|
ଇତିହାସ
ସମ୍ପାଦନାଭେଜ ବର୍ଗର, 1982 ମସିହାରେ ଲଣ୍ଡନରେ ଗ୍ରେଗୋରୀ ସେମଙ୍କଦ୍ୱାରା ତିଆରି ହୋଇଥିଲା, ସେ ପ୍ରଥମେ ଏହାକୁ ଭେଜ ବର୍ଗର କହିଥିଲେ । ଗ୍ରେଗୋରୀ ଏବଂ ତାଙ୍କ ଭାଈ କ୍ରେଗ 1960 ଦଶକରେ ପେଣ୍ଡିଗଟନରେ ଏକ ପ୍ରାକୃତିକ ଭୋଜନ ରେଷ୍ଟୁରାଣ୍ଟ ଚଲେଇଥିଲେ ।[୨]
ଗାର୍ଡେନ ବର୍ଗର ନାମର ପ୍ରୟୋଗ, ପ୍ରାରମ୍ଭିକ ଭେଜ ବର୍ଗରକୁ ବିକଶିତ କରାଯାଇଥିଲା । ପାଲ ବାର୍ନର , 1980 କିମ୍ବା 1981 ମସିହାର ପାଖାପାଖି ଜିତିଥିବା ଶକାହାରୀ ରେଷ୍ଟୁରାଣ୍ଟ ଦି ଗାର୍ଡେନ ହାଉସ କରିଥିଲେ । [୩]
ରେଷ୍ଟୁରାଣ୍ଟ
ସମ୍ପାଦନା21ବିଂ ଶତାବ୍ଦୀର ଆରମ୍ଭ ପରେ କିଛି ଫାଷ୍ଟ ଫୁଡ଼ କମ୍ପାନୀ ଶକାହାରୀ ଖାଦ୍ୟ ପଦାର୍ଥର ଆୟୋଜନ କରୁଛନ୍ତି ।
ଭାରତରେ ଯେଉଁଠାରେ ଶକାହାରୀ ବ୍ୟାପକ ଅଟେ, (McDonald's), (Burger King), (Wendy's) ଏବଂ (KFC) ଭେଜ ବର୍ଗରର ସେବା କରିଥାନ୍ତି ।[୪][୫][୬] 2012 ମସିହାରେ, McDonald's ଭାରତରେ ନିଜର ପ୍ରଥମ ଶକାହାରୀ ରେଷ୍ଟୁରାଣ୍ଟ ଖୋଲିଥିଲେ ।[୭]
ସମଗ୍ର ବିଶ୍ୱରେ
ସମ୍ପାଦନାରେଷ୍ଟୁରାଣ୍ଟ :
ଗ୍ୟାଲେରି
ସମ୍ପାଦନା-
ଜର୍ମାନୀର ଏକ ଭେଜ ବର୍ଗର ସହିତ ବର୍ଗର କିଙ୍ଗ ଭେଜ କମ୍ବୋ ଭୋଜନ
-
ଶକାହାରୀ ବୀନ ବର୍ଗର
-
ପରିବା ଟ୍ରପିଙ୍ଗ ସହିତ ଭେଜ ବର୍ଗର
-
ଏକ ଭେଜ ବର୍ଗର, ସୋୟା ପନିର, ସାଲଡ଼, ଟମାଟୋରୁ ପ୍ରସ୍ତୁତ ଭେଜ ବର୍ଗର
-
ରେଷ୍ଟୁରାଣ୍ଟରେ ସଜା ହୋଇଥିବା ଭେଜ ବର୍ଗର ପ୍ଲେଟ
ଆଧାର
ସମ୍ପାଦନା- ↑ "Vegetarians fed a fast one with meat by-products found in some of their dishes". The Telegraph. Retrieved 2013-04-24.
- ↑ "The Vegeburger story". Chaos Works. Retrieved 2006-11-11.
- ↑ "Inventor of the Week – Paul Wenner". MIT. Retrieved 27 July 2012.
- ↑ "Rediff On The NeT: Meatless Burgers Gain Popularity Across America". www.rediff.com.
- ↑ McDonald's new TVC pushes McChicken, McVeggie products Indiantelevision.com
- ↑ "Burger King Brings Beef-Free Whoppers to India". Wall Street Journal. 30 October 2014. Retrieved 6 November 2014.
{{cite news}}
: Cite has empty unknown parameter:|1=
(help) - ↑ "McDonald's opens vegetarian-only restaurant". BBC.